ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୪ ଜିଲ୍ଲାରୁ ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୪୩୩ ଟି ହେଉଛି ଲୋକାଲ୍ କେସ୍।
ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ୫୦୦ ଉପରେ ରହୁଛି। ଗତକାଲି ୭୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୬୦। ଏହା ତଳକୁ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧା ଜିଲ୍ଲାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି ଓ ପୁରୀ ଜିଲ୍ଲାରୁ ୯୦ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 24th July
New Positive Cases: 1320
In Quarantine: 887
Local Contacts: 433(Details of local contacts will be shared by concerned District Administration)
District Wise Cases
1. Angul: 6
2. Balasore: 23
3. Bargarh: 14
4. Bhadrak: 28
5. Balangir: 9— I & PR Department, Odisha (@IPR_Odisha) July 25, 2020
6. Cuttack: 47
7. Deogarh: 1
8. Gajapati: 90
9. Ganjam: 560
10. Jagatsinghpur: 3
11. Jajpur: 23
12. Jharsuguda: 2
13. Kalahandi: 1
14. Kandhamal: 39
15. Kendrapada: 1
16. Keonjhar: 24
17. Khurda: 174
18. Koraput: 30
19. Nayagarh: 38
20. Nuapada: 4
21. Puri: 90
22. Rayagada: 65— I & PR Department, Odisha (@IPR_Odisha) July 25, 2020
23. Sonepur: 1
24. Sundargarh: 47New Recoveries: 808
Cumulative Tested: 446311
Positive: 24013
Recovered: 15200
Active Cases: 8650— I & PR Department, Odisha (@IPR_Odisha) July 25, 2020
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୫,୨୦୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୬୫୦ ଜଣ ଚିକିତ୍ସାଧୀନ ଅଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।