ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୨୮ ଜିଲ୍ଲାରୁ ୧୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୫୨୨ଟି ହେଉଛି ଲୋକାଲ୍ କେସ୍।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୬, ସୁନ୍ଦରଗଡ଼ରୁ ୮୩, କେନ୍ଦୁଝରରୁ ୮୦, ଗଜପତିରୁ ୭୫, ପୁରୀରୁ ୭୩ ଓ ସମ୍ବଲପୁରରୁ ୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 4th August
New Positive Cases: 1337
In Quarantine: 815
Local Contacts: 522(Details of local contacts will be shared by concerned District Administration)
District Wise Cases
1. Angul: 4
2. Balasore: 31
3. Bargarh: 14
4. Bhadrak: 22
5. Balangir: 11— I & PR Department, Odisha (@IPR_Odisha) August 5, 2020
6. Boudh: 1
7. Cuttack: 168
8. Dhenkanal: 5
9. Gajapati: 75
10. Ganjam: 201
11. Jagatsinghpur: 21
12. Jajpur: 24
13. Jharsuguda: 10
14. Kalahandi: 13
15. Kandhamal: 20
16. Kendrapada: 37
17. Keonjhar: 80
18. Khurda: 196
19. Koraput: 31
20. Malkangiri: 38
21. Mayurbhanj: 15— I & PR Department, Odisha (@IPR_Odisha) August 5, 2020
22. Nawarangpur: 7
23. Nayagarh: 60
24. Puri: 73
25. Rayagada: 22
26. Sambalpur: 72
27. Sonepur: 3
28. Sundargarh: 83New Recoveries: 1409
Cumulative Tested: 585505
Positive: 39018
Recovered: 24482
Active Cases: 14267— I & PR Department, Odisha (@IPR_Odisha) August 5, 2020
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪, ୪୮୨ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୧୪,୨୬୭ଟି ଆକ୍ଟିଭ କେସ୍ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।