ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜାରି ହେବ ୧୪୪ ଧାରା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ଜାରି ହେବ ୧୪୪ ଧାରା। ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଲାଗୁ ହେବ ୧୪୪ ଧାରା। ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି।  ଲୋକଙ୍କ ଯା’ଆସ ରୋକିବାକୁ ୧୪୪ ଜାରି କରିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ କେବଳ କାଗଜ କାମ ବାକି ଅଛି ବୋଲି […]

puri

puri

Manoranjan Sial
  • Published: Tuesday, 02 June 2020
  • Updated: 02 June 2020, 04:24 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ଜାରି ହେବ ୧୪୪ ଧାରା। ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଲାଗୁ ହେବ ୧୪୪ ଧାରା। ସମୀକ୍ଷା ବୈଠକ ପରେ ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି।  ଲୋକଙ୍କ ଯା’ଆସ ରୋକିବାକୁ ୧୪୪ ଜାରି କରିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ କେବଳ କାଗଜ କାମ ବାକି ଅଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ସ୍ନାନଯାତ୍ରା କିଭଳି ସାମାଜିକ ଦୂରତା ରକ୍ଷା କରାଯାଇ କରାଯିବ, ତାହା ଉପରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟଯୋଶୀ ମହାପାତ୍ର ଓ ଛତିଶା ନିଯୋଗ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ୧୪୪ ଧାରା ଜାରି ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି।

ସେପଟେ ଚକ ଡେରା ବିଧି ମୁତାବକ ସମ୍ପନ୍ନ ହୋଇଛି। ଅଖ ଉପରେ ପଡ଼ିଲା ଦଣ୍ଡା। ନନ୍ଦିଘୋଷ ରଥ ଓ ତାଳଧ୍ୱଜ ରଥରେ ୯ଟି ଦଣ୍ଡା ସହ ଦୁଇଟି ମୁହଁ।ଟ, ଦେବଦଳନର ରଥରେ ୭ଟି ଦଣ୍ଡା ଏବଂ ଦୁଇଟି ମୁହଁ।ଟ ଲଗାଯାଇଛି। ପରେ ସେଥିରେ ନିରାଡି, ଜଳଯନ୍ତ ଓ କଣ ଗୁଜ ଲାଗିବା ବିଧିର ବହୁତ ପୂର୍ବରୁ ଚାରିନାହାକା ଉଠିଛି। ବିଧି ମୁତାବକ ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠାଯାଇଥାଏ। କିନ୍ତୁ ଏହାର ପୂର୍ବରୁ ଚାରିନାହାକା ଉଠାଯାଇଛି। ମହାରଣା ଓ ଭୋଇ ସେବକମାନେ ତିନି ରଥର ଚାରିନାହାକା ଉଠାଇବା ପରେ ଛକାଠ, ୧୪ ନାହାକା ଓ ପ୍ରଥମ ଭୂଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ମହାରଣା ଓ ଭୋଇ ସର୍ଦାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story