ଆକ୍ସନ ମୁଡ୍‌ରେ ବ୍ରହ୍ମପୁର ପୁଲିସ୍‌; ୧୫ ଜୁଆଡ଼ି ଗିରଫ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ଜୁଆ ଆଡ୍ଡା ଜମୁଥିବା ନେଇ  ଖବର ପ୍ରସାରଣ ପରେ ସେଠାକାର ପୁଲିସ୍‌ ଆକ୍ସନ ମୁଡ୍‌କୁ ଚାଲି ଆସିଛି।  କୁମାର ପୂର୍ଣ୍ଣମୀ ପୂର୍ବରୁ ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢ଼ଉ ଆରମ୍ଭ କରି ଦେଇଛି ପୁଲିସ୍‌। ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନାର ଭୀମା ରାଓ ପେଟାସାହିରେ ପୁଲିସ୍‌ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୭ ଲକ୍ଷ ୬୮ ହଜାର ଟଙ୍କା ଜବତ […]

barhampur-11

barhampur-11

Niharika Rout
  • Published: Friday, 11 October 2019
  • Updated: 11 October 2019, 11:13 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ଜୁଆ ଆଡ୍ଡା ଜମୁଥିବା ନେଇ  ଖବର ପ୍ରସାରଣ ପରେ ସେଠାକାର ପୁଲିସ୍‌ ଆକ୍ସନ ମୁଡ୍‌କୁ ଚାଲି ଆସିଛି।  କୁମାର ପୂର୍ଣ୍ଣମୀ ପୂର୍ବରୁ ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢ଼ଉ ଆରମ୍ଭ କରି ଦେଇଛି ପୁଲିସ୍‌।

ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନାର ଭୀମା ରାଓ ପେଟାସାହିରେ ପୁଲିସ୍‌ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୭ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଥିଲା । ଏହାସହ ସେମାନଙ୍କ ପାଖରୁ ୧୬ଟି ମୋବାଇଲ ଓ ୫ଟି ବାଇକ୍‌ ଜବତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story