ଯିଏ ଲୁଟେରା ସିଏ ଅଭିଯୋଗକାରୀ, ପୋଲିସ ପାଖରେ ଫସିଗଲା

ଆଠଗଡ଼(ଓଡ଼ିଶା ରିପୋର୍ଟର) ଆଠଗଡ଼ ରାଧାକିଶୋରପୁର ନିକଟରୁ ୧୮ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାସ୍। ଅଭିଯୋଗକାରୀ ନିଜେ ଲୁଟେରା ବୋଲି କହିଲା ଖୁଣ୍ଟୁଣି ପୋଲିସ। ସମସ୍ତ ଟଙ୍କା ଜବତ କରିଛି ପୋଲିସ। ମିଛ ଲୁଟର ପର୍ଦ୍ଦାଫାସ। ଅଭିଯୋଗକାରୀ ହିଁ ଲୁଟ୍‌ର ମାଷ୍ଟର ମାଇଣ୍ଡ,ଯିଏ କି ମିଛରେ ୧୮ ଲକ୍ଷ ଟଙ୍କା ଲୁଟ୍‌ ଡ୍ରାମା ରଚିଥିଲା।  ଆଠଗଡ଼ ପୋଲିସ ତାକୁ ଗିରଫ କରିବା ପରେ ଏହି ମାମଲା ଉପରୁ ପରଦା ହଟିଛି।  ଗତକାଲି କଟକ ଆଠଗଡ଼ ରାଧାକିଶୋରପୁର ନିକଟରୁ ୧୮ ଲକ୍ଷ […]

cvb

cvb

Tapas Behera
  • Published: Wednesday, 30 October 2019
  • Updated: 30 October 2019, 05:46 PM IST

Sports

Latest News

ଆଠଗଡ଼(ଓଡ଼ିଶା ରିପୋର୍ଟର) ଆଠଗଡ଼ ରାଧାକିଶୋରପୁର ନିକଟରୁ ୧୮ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାସ୍। ଅଭିଯୋଗକାରୀ ନିଜେ ଲୁଟେରା ବୋଲି କହିଲା ଖୁଣ୍ଟୁଣି ପୋଲିସ। ସମସ୍ତ ଟଙ୍କା ଜବତ କରିଛି ପୋଲିସ। ମିଛ ଲୁଟର ପର୍ଦ୍ଦାଫାସ।

ଅଭିଯୋଗକାରୀ ହିଁ ଲୁଟ୍‌ର ମାଷ୍ଟର ମାଇଣ୍ଡ,ଯିଏ କି ମିଛରେ ୧୮ ଲକ୍ଷ ଟଙ୍କା ଲୁଟ୍‌ ଡ୍ରାମା ରଚିଥିଲା।  ଆଠଗଡ଼ ପୋଲିସ ତାକୁ ଗିରଫ କରିବା ପରେ ଏହି ମାମଲା ଉପରୁ ପରଦା ହଟିଛି।  ଗତକାଲି କଟକ ଆଠଗଡ଼ ରାଧାକିଶୋରପୁର ନିକଟରୁ ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ଆସିଥିଲା। ଏକ ଗୁଟଖା କମ୍ପାନିର ମାର୍କେଟିଂ ମ୍ୟାନେଜର ଭାବେ କାମ କରୁଥିବା ସନ୍ତୋଷ ରାଜ ଏନେଇ ଅଭିଯୋଗ କରିଥିଲେ।

୪ ଜଣ ଲୁଟେରା ତାଙ୍କୁ ମାଡ଼ ମାରିବା ସହ ୧୮ ଲକ୍ଷ ଟଙ୍କା ଲୁଟି ଥିବା ପୋଲିସକୁ ଜଣାଇଥିଲେ ସନ୍ତୋଷ।  ପୋଲିସ ତାଙ୍କୁ ଗୁଡ଼େଇ ତୁଡ଼େଇ ପଚରା ଉଚରା କରିବା ପରେ ତାର ବୟାନରେ ତାଳମେଳ ରହିନଥିଲା । ତେଣୁ ପୋଲିସର ସନ୍ଦେହ ହୋଇଥିଲା । ଶେଷରେ ଖୋଳତାଡ଼ ପରେ ସନ୍ତୋଷ ହିଁ ଟଙ୍କା ରଖିଥିବା କଥା ଜଣାପଡ଼ିଥିଲା । ପୋଲିସ ଚଢ଼ାଉ କରି ସନ୍ତୋଷ ରାଜର ଘରୁ ୧୮ ଲକ୍ଷ ଟଙ୍କା ଜବତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story