ଅଟୋରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବେଳେ ଧରା ପଡ଼ିଲେ ୨

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼, ଖୁଣ୍ଟୁଣି, ବଡ଼ମ୍ବା, ଢେଙ୍କାନାଳ ପରେ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ବଜ୍ରକାପ୍ତା ଚୋରାଚାଲାଣ କାରବାର ।ରାଜଧାନୀର ବରମୁଣ୍ଡାରୁ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ ଗତକାଲି ଗିରଫ ହୋଇଛନ୍ତି। ସେମାନେ ହେଲେ ତୀର୍ଥବାସୀ ମାଝୀ ଓ ଦିଲୀପ ନାୟକ। ସେମାନେ ଅଟୋରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବେଳେ ସୂଚନା ପାଇ ଆଠଗଡ଼ ବନଖଣ୍ଡର  ସ୍ୱତନ୍ତ୍ର ଟିମ୍ ଉଭୟଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ବଜ୍ରକାପ୍ତା ଚୋରା ଚାଲାଣ କାରବାରରେ ଗିରଫଦାରି ସଂଖ୍ୟା ୨୨ ଛୁଇଁଲା […]

trade-1

trade-1

Niharika Rout
  • Published: Wednesday, 05 February 2020
  • Updated: 05 February 2020, 08:58 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଠଗଡ଼, ଖୁଣ୍ଟୁଣି, ବଡ଼ମ୍ବା, ଢେଙ୍କାନାଳ ପରେ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ବଜ୍ରକାପ୍ତା ଚୋରାଚାଲାଣ କାରବାର ।ରାଜଧାନୀର ବରମୁଣ୍ଡାରୁ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ ଗତକାଲି ଗିରଫ ହୋଇଛନ୍ତି। ସେମାନେ ହେଲେ ତୀର୍ଥବାସୀ ମାଝୀ ଓ ଦିଲୀପ ନାୟକ। ସେମାନେ ଅଟୋରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ବେଳେ ସୂଚନା ପାଇ ଆଠଗଡ଼ ବନଖଣ୍ଡର  ସ୍ୱତନ୍ତ୍ର ଟିମ୍ ଉଭୟଙ୍କୁ ଗିରଫ କରିଥିଲା।

ଏହି ଘଟଣା ପରେ ବଜ୍ରକାପ୍ତା ଚୋରା ଚାଲାଣ କାରବାରରେ ଗିରଫଦାରି ସଂଖ୍ୟା ୨୨ ଛୁଇଁଲା । ପୂର୍ବରୁ ଗିରଫଙ୍କ ମଧ୍ୟରେ ଶ୍ୱଶୁର ଜ୍ୱାଇଁ ଗ୍ୟାଙ୍ଗ୍ ସମେତ ଅନେକ ପୁରୁଣା ବନ୍ୟଜନ୍ତୁ ଚୋରା ଚାଲାଣକାରୀ ସାମିଲ ଥିବା ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story