ବାଣ ଭିଡ଼ିବା ବେଳେ ବିସ୍ଫୋରଣ,୨ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ବରି ବ୍ଲକ ମାଳଦା ମୁସଲିମ ସାହିରେ ଆଜି ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଘର ଛପର ଉଡିଯାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନେ ହେଲେ ସେକ୍ ମତଲୁବ ଅଲ୍ଲି ଓ ସେକ୍ ମିଟିରି। ଉଭୟଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଉଭୟ ଘର ଭିତରେ ବାଣ ଭିଡୁଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇ ବିସ୍ଫୋରଣ ହୋଇଥିଲା। ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:34 AM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ବରି ବ୍ଲକ ମାଳଦା ମୁସଲିମ ସାହିରେ ଆଜି ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଘର ଛପର ଉଡିଯାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନେ ହେଲେ ସେକ୍ ମତଲୁବ ଅଲ୍ଲି ଓ ସେକ୍ ମିଟିରି। ଉଭୟଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଉଭୟ ଘର ଭିତରେ ବାଣ ଭିଡୁଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇ ବିସ୍ଫୋରଣ ହୋଇଥିଲା। ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story