ବରଯାତ୍ରୀ ଗାଡ଼ି ଓଲଟି,୨ ମୃତ, ୨୫ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ନିକଟରେ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିବାରୁ  ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ  ହୋଇଛନ୍ତି।  ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।