ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଡକାୟତ;୧୫ ଭରି ସୁନା ଓ ଟଙ୍କା ଲୁଟ୍‌

<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଘସିପୁରା ନାହାଗୁଣା ଗାଁରେ ଗୋଟିଏ ରାତିରେ ୩ ଜଣଙ୍କ ଘରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗାଁର ନୃସିଂହ ସାହୁ,ଭାଗୀରଥି ପାତ୍ର ଓ ସୁକାନ୍ତି ପାତ୍ରଙ୍କ ଘରୁ ଏହି ଡକାୟତି ହୋଇଛି।</p> <p>ଗତକାଲି ବିଳମ୍ବିତ ରାତ୍ରିରେ ପ୍ରାୟ ୧୫ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରି ୧୫ ଭରି ସୁନା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡକାୟତଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Tuesday, 14 November 2017
  • Updated: 14 November 2017, 12:26 PM IST

Sports

Latest News

<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଘସିପୁରା ନାହାଗୁଣା ଗାଁରେ ଗୋଟିଏ ରାତିରେ ୩ ଜଣଙ୍କ ଘରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗାଁର ନୃସିଂହ ସାହୁ,ଭାଗୀରଥି ପାତ୍ର ଓ ସୁକାନ୍ତି ପାତ୍ରଙ୍କ ଘରୁ ଏହି ଡକାୟତି ହୋଇଛି।</p><p>ଗତକାଲି ବିଳମ୍ବିତ ରାତ୍ରିରେ ପ୍ରାୟ ୧୫ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରି ୧୫ ଭରି ସୁନା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡକାୟତଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos