ମାଓ ବର୍ବରତା; ପୁଲିସ୍‌ ଇନଫର୍ମର ସନ୍ଦେହରେ ୨ ଙ୍କୁ ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବର୍ବର କାଣ୍ଡ ଘଟାଇଛନ୍ତି ନକ୍ସଲ । ପୁଲିସ୍‌ ଇନଫର୍ମର ସନ୍ଦେହରେ ୨ ଲୋକ ପ୍ରତିନିଧୀଙ୍କୁ ପରିବାର ଲୋକଙ୍କ ସମ୍ମୁଖରେ ଧରୁଆ ଅସ୍ତ୍ରରେ ହତ୍ୟା କଲେ ନକ୍ସଲ। ମୃତକଦ୍ୱୟ ହେଲେ ଗଙ୍ଗଲା ଗାଁ ର ଉପସରପଞ୍ଚ ଧନିରାମ କୋରସା ଏବଂ ୱାଡ଼ ମେମ୍ବର ଗୋପଲ କୁଡ଼ିୟମ । ଏନେଇ  ବିଜାପୁର SP କମୋଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

naxal

naxal

Niharika Rout
  • Published: Thursday, 01 October 2020
  • Updated: 01 October 2020, 11:33 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବର୍ବର କାଣ୍ଡ ଘଟାଇଛନ୍ତି ନକ୍ସଲ । ପୁଲିସ୍‌ ଇନଫର୍ମର ସନ୍ଦେହରେ ୨ ଲୋକ ପ୍ରତିନିଧୀଙ୍କୁ ପରିବାର ଲୋକଙ୍କ ସମ୍ମୁଖରେ ଧରୁଆ ଅସ୍ତ୍ରରେ ହତ୍ୟା କଲେ ନକ୍ସଲ।

ମୃତକଦ୍ୱୟ ହେଲେ ଗଙ୍ଗଲା ଗାଁ ର ଉପସରପଞ୍ଚ ଧନିରାମ କୋରସା ଏବଂ ୱାଡ଼ ମେମ୍ବର ଗୋପଲ କୁଡ଼ିୟମ । ଏନେଇ  ବିଜାପୁର SP କମୋଲୋଚନ କଶ୍ୟପ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos