ସୃଷ୍ଟି ହେବ ୨ ହଜାର ନୂଆ ଡାକ୍ତର ପଦବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ଯ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ତେବେ ରାଜ୍ୟରେ ମୋଟ ପଞ୍ଜିକୃତ ଡାକ୍ତରୀ ପଦବୀ ମଧ୍ୟରୁ ଏବେ ୩୨୮୮ଟି ଖାଲି ପଡ଼ିଛି। ଫଳରେ ଏବେ ରାଜ୍ୟରେ ଡାକ୍ତରଙ୍କ ଅଭାବରୁ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ରାଜ୍ୟ […]

pilot-medical-

pilot-medical-

Manoranjan Sial
  • Published: Saturday, 03 August 2019
  • Updated: 03 August 2019, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ଯ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ତେବେ ରାଜ୍ୟରେ ମୋଟ ପଞ୍ଜିକୃତ ଡାକ୍ତରୀ ପଦବୀ ମଧ୍ୟରୁ ଏବେ ୩୨୮୮ଟି ଖାଲି ପଡ଼ିଛି। ଫଳରେ ଏବେ ରାଜ୍ୟରେ ଡାକ୍ତରଙ୍କ ଅଭାବରୁ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହେଉଛି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏବେ ରାଜ୍ୟରେ ମୋଟ ୬୭୧୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ରହିଛି। ଏଥିରୁ ୩୪୩୧ଜଣ ଡାକ୍ତର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି। ଖାଲି ପଡ଼ିଥିବା ୩୨୮୮ଟି ପଦବୀ ମଧ୍ୟରୁ ୧୯୯୧ଜଣ ଡାକ୍ତର ବିଭିନ୍ନ ମେଡିକାଲ କଲେଜରେ ପିଜି, ରେସିଡେଣ୍ଟ ଡାକ୍ତର, ସହାୟକ ପ୍ରଫେସର ଭାବେ ଆଡହକ୍ ଭାବେ କାର୍ଯ୍ୟ କରୁଛନ୍ତି। ଡାକ୍ତରମାନଙ୍କ ଅଭାବକୁ ପୂରଣ କରିବା ନିମନ୍ତେ ରାଜ୍ୟ ସରକାର ୨୦୦୦ଟି ନୂଆ ଏଲଟିଆରଏମଓ ପଦବୀ ସୃଷ୍ଟି କରିଛନ୍ତି। ଏସବୁ ପଦବୀକୁ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ପୂରଣ କରାଯିବ। ରାଜ୍ୟର ସମସ୍ତ ୩୭୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଜଣ ଲେଖାଏ ଏଲଟିଆରଏମଓ ଡାକ୍ତରମାନଙ୍କୁ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story