୨୦୧୬କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ନୂଆବର୍ଷ-୨୦୧୬କୁ ନିଜର ବାଲୁକା କଳା ମାଧ୍ୟମରେ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତା’ସହ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ପୁରୀ ବେଳାଭୂମିରେ ନିର୍ମାଣ ହୋଇଥିବା ଏହି ବାଲୁକା କଳାର ଉଚ୍ଚତା ରହିଛି ୨୫ଫୁଟ। ଏଥିରେ ନୂତନ କ୍ୟାଲେଣ୍ଡରକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ତିଆରି କରାଯାଇଛି।

puri

Rakesh Mallick
  • Published: Friday, 01 January 2016
  • , Updated: 01 January 2016, 05:33 AM IST

ପୁରୀ: ନୂଆବର୍ଷ-୨୦୧୬କୁ ନିଜର ବାଲୁକା କଳା ମାଧ୍ୟମରେ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ତା'ସହ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ପୁରୀ ବେଳାଭୂମିରେ ନିର୍ମାଣ ହୋଇଥିବା ଏହି ବାଲୁକା କଳାର ଉଚ୍ଚତା ରହିଛି ୨୫ଫୁଟ। ଏଥିରେ ନୂତନ କ୍ୟାଲେଣ୍ଡରକୁ ବେଶ୍ ଆକର୍ଷଣୀୟ ଢଙ୍ଗରେ ତିଆରି କରାଯାଇଛି।

Related story