ଏଥର କାହାପାଇଁ ଶନିଦଶା ? କ’ଣ କହୁଛି ଆପଣଙ୍କ ରାଶିଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାହାର ପୁଷମାସ ତ’ କାହାର ହୋଇପାରେ ସର୍ବନାଶ। କାହା ଉପରେ ପଡ଼ିବ ନ୍ୟାୟର ଦେବତା ଶନିଙ୍କ କୋପଦୃଷ୍ଟି ? ଏବେ ଏଭଳି ସଂଶୟ ଅବସ୍ଥାରେ ଅଛନ୍ତି ଭାଗ୍ୟ ଓ ଭବିଷ୍ୟତ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ । କାରଣ ଜ୍ୟୋତିର୍ବିଦ୍‌ଙ୍କ ମତରେ ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ସ୍ୱଗୃହକୁ ଫେରିଛନ୍ତି ଦଣ୍ଡ ବିଧାନକାରୀ ଦେବତା ଅର୍ଥାତ୍ ଜାନୁଆରୀ ୨୪ ମାଘ ଅମାବାସ୍ୟା ତିଥି ସକାଳ ୯ଟା ୫୬ ମିନିଟ୍‌ରେ […]

ccc-1

ccc-1

Tapas Behera
  • Published: Saturday, 25 January 2020
  • Updated: 26 January 2020, 09:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାହାର ପୁଷମାସ ତ’ କାହାର ହୋଇପାରେ ସର୍ବନାଶ। କାହା ଉପରେ ପଡ଼ିବ ନ୍ୟାୟର ଦେବତା ଶନିଙ୍କ କୋପଦୃଷ୍ଟି ? ଏବେ ଏଭଳି ସଂଶୟ ଅବସ୍ଥାରେ ଅଛନ୍ତି ଭାଗ୍ୟ ଓ ଭବିଷ୍ୟତ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ ।

କାରଣ ଜ୍ୟୋତିର୍ବିଦ୍‌ଙ୍କ ମତରେ ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ସ୍ୱଗୃହକୁ ଫେରିଛନ୍ତି ଦଣ୍ଡ ବିଧାନକାରୀ ଦେବତା ଅର୍ଥାତ୍ ଜାନୁଆରୀ ୨୪ ମାଘ ଅମାବାସ୍ୟା ତିଥି ସକାଳ ୯ଟା ୫୬ ମିନିଟ୍‌ରେ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଛନ୍ତି ଏହି ମହାଗ୍ରହ । ତେଣୁ ଶନିଙ୍କ ସଂଚାରରେ ୧୨ଟି ରାଶିର ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅତି ଶୁଭ ଫଳ ମିଳିବ ସେଗୁଡ଼ିକ ହେଲା ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା ଓ ମୀନ। ଏହି ସମୟରେ ଅଟକି ଥିବା କାମ ପୂର୍ଣ୍ଣ ହେବା ସହ ଅର୍ଥ ଆଗମନ ଓ ମାନସମ୍ମାନ ବୃଦ୍ଧି ଘଟିବ।

ସେହିପରି ଆସନ୍ତା ମେ ମାସ ୧୧ ତାରିଖରୁ ୨୯ ସେପ୍ଟେମ୍ବର ଯାଏଁ ଶନିଙ୍କର ରହିବ ବକ୍ର ଦୃଷ୍ଟି। ତେଣୁ ଏହି ସମୟରେ ବଳକା ରାଶି ମିଥୁନ, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କାହାକୁ ଅଶୁଭ ତ କାହାକୁ ମିଳିବ ମଧ୍ୟମ ଫଳ। ଏପରିକି ବର୍ଷ ଶେଷ ଯାଏଁ ଏମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଦିଆଯାଇଛି ପ୍ରତିକାର ମୂଳକ ପରାମର୍ଶ।

ତେବେ ଜ୍ୟୋତିର୍ବିଦ୍‌ଙ୍କ ଏଭଳି ଆକଳନକୁ କିନ୍ତୁ ସଂପୂର୍ଣ୍ଣ ବିଭ୍ରାନ୍ତିକର ବୋଲି କହିଛନ୍ତି ହେତୁବାଦୀ। ପୃଥିବୀ ଭଳି ଶନି ମଧ୍ୟ ସୌରଜଗତର ଏକ ଚଳମାନ ଗ୍ରହ ହୋଇଥିବାରୁ ଏଭଳି କୌଣସି ପ୍ରଭାବ ମଣିଷଙ୍କ ଉପରେ ପଡିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।

ଏଠି ପ୍ରଶ୍ନ ଜ୍ୟୋତିର୍ବିଦ୍ ନା ହେତୁବାଦୀ, କାହା କଥା ଠିକ୍ ତାହା ଆଗାମୀ ସମୟରେ ହିଁ ଜଣାପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story