ଭୋଜି ଖାଇ ୨୨ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କଣ୍ଟାବଣିଆ ଗାଁରେ ଭୋଜି ଖାଇ ୨୨ ଜଣ ଅସୁସ୍ଥ ହୋଇପଡ଼ିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁରେ ହୋଇଥିବା ଭୋଜି ଖାଇବା ପରେ ଏପରି ସ୍ଥିତି ଉପୁଜିଛି। ଅସୁସ୍ଥଙ୍କ ମଧ୍ୟରେ ୧୪ ଜଣ ଶିଶୁ ଅଛନ୍ତି।  ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

balasora

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 09:57 AM IST

Related story