୨୪ରେ ପୁରୀରେ ପହଞ୍ଚିବ ସୁଦର୍ଶନଙ୍କ ଦାରୁୁ

ଭୁବନେଶ୍ୱର: ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଦାରୁ। ଗତକାଲି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଭୁବନେଶ୍ୱର ଉପକଣ୍ଠ ଗଡ଼କଣ୍ଣୁଣିଆରୁ ଆରମ୍ଭ ହୋଇଥିଲା ସୁଦର୍ଶନଙ୍କ ଶଗଡି ଯାତ୍ରା। ତେବେ ଗୋଟିଏ ଦିନରେ ଶଗଡି ଯାଇ ପହଞ୍ଚିଥିଲା ପିପିଲିଠାରେ। ଆଜିସେହିଠାରୁ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଭୁବନେଶ୍ୱର ଉପକଣ୍ଠ ଗଡକଣ୍ଟୁଣିଆରେ ସୃଷ୍ଟି ହୋଇଥିଲା ଭାବାବେଗ ପରିବେଶ। ପାଟ୍ଟବସ୍ତ୍ରରେଗୁଡା ହୋଇଥିବା ଶ୍ରୀ ସୁଦର୍ଶନଙ୍କ ଦାରୁଙ୍କୁ ମେଲାଣୀ […]

vlcsnap

vlcsnap

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 05:09 AM IST

ଭୁବନେଶ୍ୱର: ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଦାରୁ। ଗତକାଲି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଭୁବନେଶ୍ୱର ଉପକଣ୍ଠ ଗଡ଼କଣ୍ଣୁଣିଆରୁ ଆରମ୍ଭ ହୋଇଥିଲା ସୁଦର୍ଶନଙ୍କ ଶଗଡି ଯାତ୍ରା। ତେବେ ଗୋଟିଏ ଦିନରେ ଶଗଡି ଯାଇ ପହଞ୍ଚିଥିଲା ପିପିଲିଠାରେ। ଆଜିସେହିଠାରୁ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଭୁବନେଶ୍ୱର ଉପକଣ୍ଠ ଗଡକଣ୍ଟୁଣିଆରେ ସୃଷ୍ଟି ହୋଇଥିଲା ଭାବାବେଗ ପରିବେଶ। ପାଟ୍ଟବସ୍ତ୍ରରେଗୁଡା ହୋଇଥିବା ଶ୍ରୀ ସୁଦର୍ଶନଙ୍କ ଦାରୁଙ୍କୁ ମେଲାଣୀ ଦେଇଥିଲେ ଗାଁ ଲୋକେ।

୨୩ ରାତିରେ ଆଲାମଚଣ୍ଡିରେ ରାତ୍ରି ଯାପନ କରିବା ପରେ ଦଇତାପତି ସେବାୟତମାନେ ୨୪ ତାରିଖ ସକାଳେ ପୁରୀରେ ପହଞ୍ଚିବେ। ଶ୍ରୀକ୍ଷେତ୍ରରେ ଆଉ ଦୁଇଦିନ ପରେ ଦାରୁ ଶଗଡି ଲାଗିବ। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ସଙ୍କୀର୍ତ୍ତନ ମଣ୍ଡଳୀ,ସେବାୟତ,ସାଧାରଣ ଜନତା ସମେସ୍ତେ ଦାରୁ ଶଗଡିକୁ ପାଛୋଟି ନେବେ। ଏହି ଦାରୁ ଶଗଡି ଉତ୍ତରଦ୍ୱାର ଦେଇ  କୋଇଲି ବୈକୁଣ୍ଠରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ ହୋଇଛି।

ଏହାପରେ ଦଇତାପତି ଓ ବ୍ରହ୍ମାଣମାନେ ଶ୍ରୀ ବଳଭଦ୍ରଙ୍କ ଦାରୁ ଠାବ ହୋଇଥିବା ଝଙ୍କଡ ପୀଠକୁ ଯାତ୍ରା କରିବେ। ସହରର ପ୍ରବେଶପଥ ଅଠରନଳାଠାରେ ଥିବା ଅଲାମଚଣ୍ଡିଙ୍କ ମନ୍ଦିରରେ ବନଯୋଗ ଯାତ୍ରୀମାନେ ପୂଜାର୍ଚ୍ଚନା କରିବାର ବିଧି ରହିଛି। ଏଠାରେ କିଛି ଗୁପ୍ତ ନୀତି ମଧ୍ୟ ସମାପନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story