ନିଜ ପ୍ରଚାର ପାଇଁ ୨୪୫କୋଟି ଟଙ୍କା ସ୍ୱାହା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ନିଜସ୍ୱ ପ୍ରଚାର ପାଇଁ ରାଜକୋଷରୁ ୨୪୫.୪୬କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ନିଜର ପ୍ରଚାର ନିମନ୍ତେ ପ୍ରକାଶିତ ବିଜ୍ଞାପନ ବାବଦରେ ସରକାର ଏହି ଟଙ୍କା ଖର୍ଚ୍ଚ କରିଛନ୍ତି । ୪ବର୍ଷ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ଉକ୍ତ ଅର୍ଥ ଖର୍ଚ୍ଚ ହୋଇଛି। ପ୍ରଚାରପ୍ରସାର ପାଇଁ ସରକାର ୪ବର୍ଷ ମଧ୍ୟରେ ଯେତିକି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଛନ୍ତି ସେଥିରେ ୨୦୪୫୫ଜଣ ଗରିବ ଲୋକଙ୍କୁ ବିଜୁ […]

Nabin

Nabin

Niranjan Mishra
  • Published: Tuesday, 05 July 2022
  • Updated: 05 July 2022, 11:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ନିଜସ୍ୱ ପ୍ରଚାର ପାଇଁ ରାଜକୋଷରୁ ୨୪୫.୪୬କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ନିଜର ପ୍ରଚାର ନିମନ୍ତେ ପ୍ରକାଶିତ ବିଜ୍ଞାପନ ବାବଦରେ ସରକାର ଏହି ଟଙ୍କା ଖର୍ଚ୍ଚ କରିଛନ୍ତି । ୪ବର୍ଷ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ଉକ୍ତ ଅର୍ଥ ଖର୍ଚ୍ଚ ହୋଇଛି। ପ୍ରଚାରପ୍ରସାର ପାଇଁ ସରକାର ୪ବର୍ଷ ମଧ୍ୟରେ ଯେତିକି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଛନ୍ତି ସେଥିରେ ୨୦୪୫୫ଜଣ ଗରିବ ଲୋକଙ୍କୁ ବିଜୁ ପକ୍କାଘର ବଂଟା ଯାଇପାରିଥାନ୍ତା ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ୪ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଯୋଜନାର ପ୍ରଚାର, ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ, ‘କାଳିଆ’ ଟଙ୍କା ବଂଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ପାଇଁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ବିଜ୍ଞାପନଗୁଡ଼ିକ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଯୋଜନାଗୁଡ଼ିକର ପ୍ରଚାରପ୍ରସାର ପାଇଁ ମୋଟ ୨୪୫କୋଟି ୪୬ଲକ୍ଷ ୨୭ହଜାର ୩୯୪ଟଙ୍କାର ବିଜ୍ଞାପନ ବିଭିନ୍ନ ଖବରକାଗଜ, ପତ୍ରପତ୍ରିକା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ଦିଆଯାଇଛି ।
ତେବେ ପ୍ରଶ୍ନ ଉଠୁଛି, ସରକାର ନିଜ ପ୍ରଚାର ପାଇଁ ଏତେ ବିପୁଳ ପରିମାଣର ଅର୍ଥକୁ ଅପବ୍ୟୟ କରିବାକୁ କାହିଁକି ଚାହୁଁଛନ୍ତି । ୨୨ବର୍ଷ ଧରି ନିରଙ୍କୁଶ କ୍ଷମତାରେ ଥିବା ସରକାର ପାଇଁ ଏଭଳି ପ୍ରଚାରପ୍ରସାର ଜରୁରୀ ହେଉଛି କି? ପଂଚାୟତଠୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ସରକାରୀକଳ ମାଧ୍ୟମରେ ଗାଁ ଗହଳିରେ ଏସବୁ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାରେ ସମସ୍ୟା ନଥିବାବେଳେ ବଡ଼ ବଡ଼ ବିଜ୍ଞାପନ ଦେଇ ରାଜକୋଷରୁ ୨୪୫କୋଟି ଟଙ୍କା ଖର୍ଚ୍ଚ କରିବା କେତେ ଯୁକ୍ତିଯୁକ୍ତ?
୪ବର୍ଷରେ ଯେତିକି ଅର୍ଥ ଖର୍ଚ୍ଚ କଲେ ସେଥିରେ ୨୦ହଜାରୁ ଅଧିକ ଗରିବ ଲୋକଙ୍କ ମୁଣ୍ଡରେ ଛାତଟିଏ ଦେଇପାରିଥାନ୍ତେ । ଅବା ପୁଣି ରାଜ୍ୟର ୧୭୨୫ଟି ବସ୍ତିରେ ଗୋଟିଏ ଲେଖାଏଁ ବଡ଼ ଶୌଚାଳୟ, ଥଣ୍ଡା ପାନୀୟ ଜଳ ମେସିନ୍ ଓ କମ୍ୟୁନିଟି ହଲ୍ ଆଦି ନିର୍ମାଣ ହୋଇପାରିଥାନ୍ତା ବୋଲି ତଥ୍ୟାଭିଜ୍ଞମାନେ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story