୨ ଡୋଜ୍ ଟିକା ନେଇ ବି ସଂକ୍ରମିତ ହେଲେଣି ରାଜ୍ୟର ୨୪୬୪୭ଜଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଆଜି ୭୦୭୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଜୁନ୍ ମାସ ପରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ କୋଭିଡ୍ ସଂକ୍ରମଣର ଶିକାର ହୋଇଛନ୍ତି। ରବିବାର ୪୮୨୯ ଓ ସୋମବର ୪୭୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଦୁଇ ଡୋଜ୍ ଟିକା ନେଇଥିବା ରାଜ୍ୟର ମୋଟ ୨୪୬୪୭ଜଣ ଲୋକ ପୁଣିଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ […]

Vaccine

Vaccine

Ordigital Desk
  • Published: Tuesday, 11 January 2022
  • Updated: 11 January 2022, 09:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଆଜି ୭୦୭୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ଜୁନ୍ ମାସ ପରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ କୋଭିଡ୍ ସଂକ୍ରମଣର ଶିକାର ହୋଇଛନ୍ତି। ରବିବାର ୪୮୨୯ ଓ ସୋମବର ୪୭୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଦୁଇ ଡୋଜ୍ ଟିକା ନେଇଥିବା ରାଜ୍ୟର ମୋଟ ୨୪୬୪୭ଜଣ ଲୋକ ପୁଣିଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା ମୋଟ ୨୪୬୪୭ଜଣ(୦.୧୧%) ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ରାଜ୍ୟର ୨କୋଟି ୯୮ଲକ୍ଷ ୬୧ହଜାର ୩୫୮ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ସେହିପରି ୨କୋଟି ୨୨ଲକ୍ଷ ୪୨ହଜାର ୧୨୫ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ରାଜ୍ୟ ସରକାର ୧୮ବର୍ଷ ବୟସରୁ ଅଧିକ ମୋଟ ୩ କୋଟି ୨୫ଲକ୍ଷ ୨୮ହଜାର ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୯୧.୮% ପ୍ରଥମ ଡୋଜ୍ ଓ ୬୮.୪% ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଯଦିଓ ସର୍ବଭାରତୀୟସ୍ତରରେ ୯୧.୯% ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

ସେହିପରି ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ କାର୍ଯ୍ୟ ଜାନୁୟାରୀ ୩ରୁ ଆରମ୍ଭ ହୋଇଥିବାବେଳେ ସରକାର ୨୩ ଲକ୍ଷ ୬୫ହଜାର ପିଲାଙ୍କୁ ଟିକା ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ତେବେ ଆଜିସୁଦ୍ଧା ମୋଟ ୭ଲକ୍ଷ ୨୬ହଜାର୨୬ଜଣ ପିଲା(୩୦.୭%)ଙ୍କୁ ଏହି ଟିକା ଦିଆଯାଇ ପାରିଛି । ଅବଶ୍ୟ ସର୍ବଭାରତୀୟସ୍ତରେ ୩୫.୧ପ୍ରତିଶତ ଏହି ବର୍ଗର ପିଲା ଟିକା ନେଇସାରିଛନ୍ତି । ରାଜ୍ୟର ବୌଦ୍ଧ (୧୩.୧%), ନୂଆପଡ଼ା(୧୪.୩%), କଳାହାଣ୍ଡି(୧୪.୭%), ଦେବଗଡ଼ ୧୬.୩%), ବଲାଙ୍ଗିର ୧୮.୩%), ପୁରୀ(୧୮.୪%) ଓ ଢେଙ୍କାନାଳ ଜିଲ୍ଲାରେ ୧୮.୮% ପିଲା ଟିକା ନେଇଛନ୍ତି । ଏସବୁ ଜିଲ୍ଲାରେ ପିଲାଙ୍କ ଟିକାକରଣ ୨୦ ପ୍ରତିଶତରୁ କମ୍ ଥିବାବେଳେ ସ୍କୁଲରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ସରକାର ଯୋଜନା କରିଛନ୍ତି ।

ସେହିପରି ବୁଷ୍ଟର ଡୋଜ୍ ଦେବା କାର୍ଯ୍ୟ ଜାନୁୟାରୀ ୧୦ତାରିଖରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ୬୦ବର୍ଷ ବୟସରୁ ଅଧିକ ବହୁରୋଗରେ ପୀଡ଼ିତ ଥିବା ବ୍ୟକ୍ତି, କୋଭିଡ୍ ଯୋଦ୍ଧାଙ୍କୁ ଏହି ଟିକାକରଣ ଦିଆଯାଉଛି । ପ୍ରଥମ ଦିନରେ ୫୦,୫୭୫ଜଣଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯାଇଛି । ଏଥିରେ ୨୩୪୧୨ଜଣ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଥିବାବେଳେ ମାତ୍ର ୬ଜଣ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଟିକା ନେଇଛନ୍ତି । ସେହିପରି ୬୦ବର୍ଷ ବୟସରୁ ଅଧିକ ୨୦୨୮୦ଜଣ ମଧ୍ୟ ନିଜର ବୁଷ୍ଟର ଡୋଜ୍ ନେଇଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ପାଇଁ ଘରକୁ ଘର ବୁଲି ଟିକାକରଣ କରାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଗତ ୨୪ଘଣ୍ଟା ମଧ୍ୟରେ ୭୧୦ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବାବେଳେ ସମଗ୍ର ରାଜ୍ୟରେ ୭୦୭୧ଜଣ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଚିହ୍ନଟ ହୋଇଥିବା ୭୧୦ଜଣଙ୍କ ମଧ୍ୟରୁ ମାତ୍ର ୨୫ଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ସ୍ଥାନୀୟ ସଂକ୍ରମିତ । ଯାହାକି ଏବେ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story