୨୭ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଅଟକ

ପାଟଣାଗଡ଼ (କରୁଣାକର ବୁଡ଼େକ):ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଗଳାବନ୍ଧ ଗାଁରେ ପୁଲିସ ଚଢ଼ାଉ କରି ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହା ସହିତ ୨ ଜଣ ଦଲାଲଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଉଦ୍ଧାର ହୋଇଥିବା ଶ୍ରମିକ ମାନେ ହେଲେ ବରଗଡ଼ ଜିଲ୍ଲା ବିଜେପୁର ଓ ସୋନପୁର ଜିଲ୍ଲାର। ସେମାନଙ୍କୁ ବାଗଳାବନ୍ଧ ଗାଁର ଦାଦନ ଦଲାଲ ମୋହନ ମେହେର ମୁଣ୍ଡ ପିଛା ୧୧ ହଜାର ଟଙ୍କା ଲେଖାଏ ବଇନା ଦେଇ ନିଜ […]

patanagarh

patanagarh

Jitendra Garnayak
  • Published: Sunday, 30 October 2022
  • Updated: 30 October 2022, 11:33 AM IST

Sports

Latest News

ପାଟଣାଗଡ଼ (କରୁଣାକର ବୁଡ଼େକ):ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଗଳାବନ୍ଧ ଗାଁରେ ପୁଲିସ ଚଢ଼ାଉ କରି ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହା ସହିତ ୨ ଜଣ ଦଲାଲଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଉଦ୍ଧାର ହୋଇଥିବା ଶ୍ରମିକ ମାନେ ହେଲେ ବରଗଡ଼ ଜିଲ୍ଲା ବିଜେପୁର ଓ ସୋନପୁର ଜିଲ୍ଲାର। ସେମାନଙ୍କୁ ବାଗଳାବନ୍ଧ ଗାଁର ଦାଦନ ଦଲାଲ ମୋହନ ମେହେର ମୁଣ୍ଡ ପିଛା ୧୧ ହଜାର ଟଙ୍କା ଲେଖାଏ ବଇନା ଦେଇ ନିଜ ଗାଁରେ ରଖିଥିଲା। ଆଜି ରାତିରେ ସେମାନଙ୍କୁ ଆନ୍ଧ୍ରପ୍ରଦେଶକୁ ଚଲାଣ କରିବାର ଯୋଜନା ଥିଲା। ତେବେ ଏ ସଂପର୍କରେ ପାଟଣାଗଡ଼ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

ପୁଲିସ୍‌ର ଏକ ଟିମ୍ ବାଗଳାବନ୍ଧ ଗାଁରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୭ ଜଣ ଶିଶୁ ଅଛନ୍ତି।

ପୁଲିସ ୨ ଦାଦନ ଦଲାଲ ମୋହନ ମେହେର ଓ ଥବିର ରାଜହଂସଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story