କଲେଜରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଟ

ନିଆଳି (ବିନୟ ମିଶ୍ର): ପୁଣି କଡ଼ ଲେଉଟାଇଲା କରୋନା। ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କଟକ ଜିଲ୍ଲା ଅଡଶପୁର ଉଦୟ ନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଆଜି ୨୭ କୋରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ କଲେଜ ପ୍ରଶାସନ ତତ୍ପର ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲେଜ କର୍ତ୍ତୃପକ୍ଷ ସାତ ଦିନ ପାଇଁ କ୍ଲାସ୍‌ ସସ୍‌ପେଣ୍ଡ କରିଛନ୍ତି। ଏଥିସହ ହଷ୍ଟେଲ ବନ୍ଦ କରିଦିଆଯାଇଛି।  ହଷ୍ଟେଲରୁ ଛାତ୍ରଛାତ୍ରୀମାନେ ନିଜ ନିଜର ଲଗେଜ ଧରି ଘରକୁ ଚାଲି ଯାଇଛନ୍ତି। […]

Cuttack

Cuttack

Manoranjan Sial
  • Published: Thursday, 07 July 2022
  • Updated: 07 July 2022, 07:31 PM IST

Sports

Latest News

ନିଆଳି (ବିନୟ ମିଶ୍ର): ପୁଣି କଡ଼ ଲେଉଟାଇଲା କରୋନା। ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କଟକ ଜିଲ୍ଲା ଅଡଶପୁର ଉଦୟ ନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଆଜି ୨୭ କୋରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ କଲେଜ ପ୍ରଶାସନ ତତ୍ପର ହୋଇଛନ୍ତି।

କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲେଜ କର୍ତ୍ତୃପକ୍ଷ ସାତ ଦିନ ପାଇଁ କ୍ଲାସ୍‌ ସସ୍‌ପେଣ୍ଡ କରିଛନ୍ତି। ଏଥିସହ ହଷ୍ଟେଲ ବନ୍ଦ କରିଦିଆଯାଇଛି।  ହଷ୍ଟେଲରୁ ଛାତ୍ରଛାତ୍ରୀମାନେ ନିଜ ନିଜର ଲଗେଜ ଧରି ଘରକୁ ଚାଲି ଯାଇଛନ୍ତି। ସେମିଷ୍ଟର ପରୀକ୍ଷା କରୋନା କଟକଣାରେ ପରୀକ୍ଷା କରାଯିବ। ପଜିଟିଭ ଚିହ୍ନଟ ଛାତ୍ରଛାତ୍ରୀମାନେ ଅଲଗା ହଲରେ ଦୂରତ୍ଵ ରକ୍ଷା କରାଯାଇ ପରୀକ୍ଷା ଦେବେ। କଲେଜ ଓ ହଷ୍ଟେଲକୁ ସାନିଟାଇଜ୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story