ଓଡ଼ିଶାରେ କୋଭିଡ୍ ଦ୍ୱିତୀୟ ଲହରରେ ପ୍ରାଣ ହରାଇଲେଣ ୨୮ଜଣ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରରେ ରାଜ୍ୟର ୨୮ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ରାଜ୍ୟରେ ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାର ଓ ଓଡ଼ିଶା ମେଡିକାଲ ସେବା ସଂଘ(ଓମସା) ନିରବ ରହିଥିବାବେଳେ ଭାରତୀୟ ମେଡିକାଲ ସଂଘ(ଆଇଏମଏମ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମଗ୍ର ଦେଶରେ କୋଭିଡ ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୭୧୯ଡାକ୍ତର ପ୍ରାଣ ହରାଇଛନ୍ତି। ଆଇଏମଏ ପକ୍ଷରୁ ଜାରି ସୂଚନା ଅନୁସାରେ କୋଭିଡ୍ ଦ୍ୱିତୀୟ ଲହରରେ ସମଗ୍ର ଦେଶରେ ବିହାରରେ ୧୧୧ଜଣ ଡାକ୍ତର, […]

doctor

doctor

Ordigital Desk
  • Published: Saturday, 12 June 2021
  • Updated: 12 June 2021, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରରେ ରାଜ୍ୟର ୨୮ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ରାଜ୍ୟରେ ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାର ଓ ଓଡ଼ିଶା ମେଡିକାଲ ସେବା ସଂଘ(ଓମସା) ନିରବ ରହିଥିବାବେଳେ ଭାରତୀୟ ମେଡିକାଲ ସଂଘ(ଆଇଏମଏମ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମଗ୍ର ଦେଶରେ କୋଭିଡ ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୭୧୯ଡାକ୍ତର ପ୍ରାଣ ହରାଇଛନ୍ତି।

ଆଇଏମଏ ପକ୍ଷରୁ ଜାରି ସୂଚନା ଅନୁସାରେ କୋଭିଡ୍ ଦ୍ୱିତୀୟ ଲହରରେ ସମଗ୍ର ଦେଶରେ ବିହାରରେ ୧୧୧ଜଣ ଡାକ୍ତର, ଦିଲ୍ଲୀରେ ୧୦୯ଜଣ ଡାକ୍ତର, ଉତ୍ତରପ୍ରଦେଶରେ ୭୯ଜଣ, ପଶ୍ଚିମବଙ୍ଗରେ ୬୩ଜଣ, ରାଜସ୍ଥାନରେ ୪୩ ଡାକ୍ତର, ଝାଡ଼ଖଣ୍ଡରେ ୩୯ଜଣ, ଗୁଜୁରାଟରେ ୩୭ଜଣ ଡାକ୍ତର ପ୍ରାଣ ହରାଇଥିବାବେଳେ କୋଭିଡ୍ ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ରରେ ୨୩ଜଣ ଡାକ୍ତର ମୃତ୍ୟୁର ଶିକାର ହୋଇଛନ୍ତି। ତେବେ ଓଡ଼ିଶାରେ କୋଭିଡ୍ ଦ୍ୱିତୀୟ ଲହରରେ ୨୮ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, କୋଭିଡ୍ ପ୍ରଥମ ଲହରରେ ଦେଶର ମୋଟ ୭୪୮ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା ବୋଲି ଆଇଏଏମ୍ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିନ୍ତୁ ଓଡ଼ିଶାରେ ପ୍ରଥମ ଲହରରେ କେତେ ସଂଖ୍ୟକ ଡାକ୍ତର ପ୍ରାଣ ହରାଇଥିଲେ ସେ ନେଇ ଓମସା କିମ୍ବା ଆଇଏମଏ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story