ଗାଧୋଇବାକୁ ଯାଇ ଆଉ ଫେରିଲେନି ରଞ୍ଜନ ଓ ଲିକୁ

ବାଲିଗୁଡ଼ା(ଅଜିତ ନାୟକ): ଏପରି ବି ଆସେ ମୃତ୍ୟୁ। ପୋଖରୀକୁ ଗାଧୋଇବାକୁ ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ବିଲ ହୁଡ଼ାରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ପଞ୍ଚାୟତର କଲେଙ୍ଗବାଡି ଗାଁରେ। ଏଥିଯୋଗୁ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି। ମୃତକ ଦ୍ୱୟ ହେଲେ ରଞ୍ଜନ ପ୍ରଧାନ […]

00000000000000

00000000000000

Tapaswini Nayak
  • Published: Friday, 30 August 2019
  • Updated: 30 August 2019, 03:02 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ଏପରି ବି ଆସେ ମୃତ୍ୟୁ। ପୋଖରୀକୁ ଗାଧୋଇବାକୁ ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ବିଲ ହୁଡ଼ାରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ପଞ୍ଚାୟତର କଲେଙ୍ଗବାଡି ଗାଁରେ। ଏଥିଯୋଗୁ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି।

ମୃତକ ଦ୍ୱୟ ହେଲେ ରଞ୍ଜନ ପ୍ରଧାନ ଓ ଲିକୁ ପ୍ରଧାନ। ଗୁରୁତର ଆହତ ଦ୍ୱୟ ହେଲେ ସୁରଜ ପ୍ରଧାନ ଓ ଜଲେ ପ୍ରଧାନ। ସେମାନଙ୍କୁ ଦାରିଙ୍ଗବାଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ନଅଟା ବେଳେ ଏହି ଚାରି ସାଙ୍ଗ ବିଲ ହୁଡ଼ା ଦେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ତେବେ ବିଲ ହୁଡ଼ାରେ ଏକ ବିଦ୍ୟୁତ୍ ତାର ପଡ଼ିଥିବା ବେଳେ ସେମାନେ ଜାଣି ପାରି ନଥିଲେ ଏବଂ ସମସ୍ତଙ୍କ ଗୋଡ଼ ତା’ ଉପରେ ପଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀ ସମସ୍ତଙ୍କୁ ଦାରିଙ୍ଗବାଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲିକୁ ଓ ରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ।

ଦାରିଙ୍ଗବାଡ଼ି ପୁଲିସ୍ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ବିଦ୍ୟୁତ୍‌ ତାର କିପରି ତଳେ ପଡ଼ିଲା, ତା’ର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story