ଡାକ୍ତରଙ୍କୁ ମାଡ଼ ମାରି ୩ ଗିରଫ

ଭଦ୍ରକ(ଓଡ଼ିଶା ରିପୋର୍ଟର)ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚାନ୍ଦବାଲି ପାହାଡ଼ପୁର ଅଞ୍ଚଳର ଚନ୍ଦ୍ରକାନ୍ତ ଦାସ, ରଞ୍ଜନ ଦାସ ଓ ବାବାଜୀ ଦାସ ବୋଲି ଜଣାପଡ଼ିଛି। ମେଡିକାଲରେ ଲାଗିଥିବା ସିସିସିଟିଭି ଫୁଟେଜ୍‌କୁ ଆଧାର କରି ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଏହି ଅଭିଯୁକ୍ତ ମାନେ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିଲେ।ଏହାସହ ଡ୍ୟୁଟିରେ […]

arrests

arrests

Tapas Behera
  • Published: Sunday, 03 February 2019
  • Updated: 03 February 2019, 04:00 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର)ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚାନ୍ଦବାଲି ପାହାଡ଼ପୁର ଅଞ୍ଚଳର ଚନ୍ଦ୍ରକାନ୍ତ ଦାସ, ରଞ୍ଜନ ଦାସ ଓ ବାବାଜୀ ଦାସ ବୋଲି ଜଣାପଡ଼ିଛି। ମେଡିକାଲରେ ଲାଗିଥିବା ସିସିସିଟିଭି ଫୁଟେଜ୍‌କୁ ଆଧାର କରି ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଏହି ଅଭିଯୁକ୍ତ ମାନେ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିଲେ।ଏହାସହ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ ଓ ନର୍ସଙ୍କୁ ବି ମାଡ଼ ମାରିଥିବା ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story