୩ ମହଲା କୋଠାରେ ଲାଗିଗଲା ନିଆଁ, ଜଳିଗଲା ୩ଟି ବାଇକ୍‌

ବ୍ରହ୍ମପୁର: ବ୍ରହ୍ମପୁରର ବାସୁଦେବନଗରର ତୃତୀୟ ଲେନରେ ଥିବା ଏକ ୩ ମହଲା କୋଠାରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା।  ଫଳରେ ୩ଟି ବାଇକ୍ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି।  ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।