୩ ମହଲା କୋଠାରେ ଲାଗିଗଲା ନିଆଁ, ଜଳିଗଲା ୩ଟି ବାଇକ୍‌

<p>ବ୍ରହ୍ମପୁର: ବ୍ରହ୍ମପୁରର ବାସୁଦେବନଗରର ତୃତୀୟ ଲେନରେ ଥିବା ଏକ ୩ ମହଲା କୋଠାରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା।&nbsp; ଫଳରେ ୩ଟି ବାଇକ୍ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। &nbsp;ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।</p>

Ordigital Desk
  • Published: Sunday, 18 June 2017
  • Updated: 18 June 2017, 10:09 AM IST

Sports

Latest News

<p>ବ୍ରହ୍ମପୁର: ବ୍ରହ୍ମପୁରର ବାସୁଦେବନଗରର ତୃତୀୟ ଲେନରେ ଥିବା ଏକ ୩ ମହଲା କୋଠାରେ ଗତକାଲି ରାତିରେ ନିଆଁ ଲାଗି ଯାଇଥିଲା।&nbsp; ଫଳରେ ୩ଟି ବାଇକ୍ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। &nbsp;ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos