କରୋନାରେ ଆଖି ବୁଜିଲେ ୩, ସଂଖ୍ୟା ଛୁଇଁଲା ୬୪

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଯୋଗୁ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ୩ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ମୃତକ ୩ ଜଣ ପୁରୁଷ ହୋଇଥିବା ବେଳେ ସେମାନେ ଗଞ୍ଜାମ ଜିଲ୍ଲା।  ସେମାନଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ବୃଦ୍ଧ ଅଛନ୍ତି,ସେ ପୂର୍ବ ମଧୂମେହରେ ପୀଡ଼ିତ  ଥିଲେ। ଜଣେ ୬୫ ବର୍ଷୀୟଙ୍କ ମୃତ୍ୟୁ ହୋଇଛି, ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ […]

corona-11

corona-11

Niharika Rout
  • Published: Sunday, 12 July 2020
  • Updated: 12 July 2020, 11:42 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଯୋଗୁ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ୩ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି।

ମୃତକ ୩ ଜଣ ପୁରୁଷ ହୋଇଥିବା ବେଳେ ସେମାନେ ଗଞ୍ଜାମ ଜିଲ୍ଲା।  ସେମାନଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ବୃଦ୍ଧ ଅଛନ୍ତି,ସେ ପୂର୍ବ ମଧୂମେହରେ ପୀଡ଼ିତ  ଥିଲେ। ଜଣେ ୬୫ ବର୍ଷୀୟଙ୍କ ମୃତ୍ୟୁ ହୋଇଛି, ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ  ଜିଲ୍ଲାର ଜଣେ ୫୦ ବର୍ଷୀୟ ଯୁବକ ମଧ୍ୟ ଥିବା ସୂନାଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ  ମୃତକଙ୍କ ସଂଖ୍ୟା ସର୍ବାଧିକ ୩୯ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୯ ଜଣ, କଟକ ଜିଲ୍ଲାରେ ୬ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି। ଏହାବ୍ୟତୀତ ପୁରୀ ଜିଲ୍ଲାରେ ୨ ଜଣ,  ଅନୁଗୁଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଜିଲ୍ଲାରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story