ଡାକ୍ତରଙ୍କ ଅବହେଳା! ଆଖି ବୁଜିଲା ୩ ଦିନର ଶିଶୁପୁତ୍ର

ଯାଜପୁର (ଅଭୟ ପତି): ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁ ପତ୍ର ଆଖି ବୁଜିଲା! ଆଜି ଏପରି ଅଭିଯୋଗ ଯାଜପୁରରୁ ଆସିଛି। ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ପରିବାର ଲୋକେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଡାକିଥିଲେ। ହେଲେ ଶିଶୁକୁ ଚିକିତ୍ସା କରୁଥିବା ଡାକ୍ତର ନାହାନ୍ତି କହି ଦାୟିତ୍ୱରେ ଥିବା ଡାକ୍ତର ଫେରାଇ ଦେଇଥିଲେ। ଫଳରେ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୧୮ ତାରିଖରେ ଜେନାପୁର ଥାନା […]

new-born-child-death-jajpur-medical

new-born-child-death-jajpur-medical

Manoranjan Sial
  • Published: Monday, 21 October 2019
  • Updated: 21 October 2019, 05:49 PM IST

Sports

Latest News

ଯାଜପୁର (ଅଭୟ ପତି): ଡାକ୍ତରଙ୍କ ଅବହେଳାରୁ ୩ ଦିନର ଶିଶୁ ପତ୍ର ଆଖି ବୁଜିଲା! ଆଜି ଏପରି ଅଭିଯୋଗ ଯାଜପୁରରୁ ଆସିଛି। ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ପରିବାର ଲୋକେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଡାକିଥିଲେ। ହେଲେ ଶିଶୁକୁ ଚିକିତ୍ସା କରୁଥିବା ଡାକ୍ତର ନାହାନ୍ତି କହି ଦାୟିତ୍ୱରେ ଥିବା ଡାକ୍ତର ଫେରାଇ ଦେଇଥିଲେ। ଫଳରେ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତ ୧୮ ତାରିଖରେ ଜେନାପୁର ଥାନା ପନ୍ତୁରୀ ଗାଁର ସୁର ମଲିକ ତାଙ୍କ ପତ୍ନୀ କୌଶଲ୍ୟା ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେହିଦିନ ରାତିରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପିଲା ଜନ୍ମ ହେବା ପରେ ସୁସ୍ଥ ଥିଲା। ତେବେ ଗତକାଲି ବିଳମ୍ୱିତ ରାତିରେ ହଠାତ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ଶିଶୁର ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିବା ଦେଖି ପରିବାର ଲୋକେ ଡାକ୍ତରଙ୍କୁ ଡ଼ାକିଥିଲେ। ହେଲେ ଜରୁରୀକାଳୀ ଡ୍ୟୁଟିରେ ଥିବା ଡାକ୍ତର ଦେବାଶିଷ ସାହୁ ଶିଶୁକୁ ଡାକ୍ତର ପୁଲ୍ଲକରଂଜନ ମଲ୍ଲିକଙ୍କୁ ଦେଖାଇବାକୁ କହିଥିବା ଅଭିଯୋଗ ହୋଇଥିଲା। ମାତ୍ର ସେହି ସମୟରେ ଡାକ୍ତର ପୁଲ୍ଲକରଂଜନ ମେଡିକାଲରେ ନଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ଡାକିବା ପାଇଁ କ୍ୱାର୍ଟର୍ସକୁ ଯାଇଥିଲେ। ମାତ୍ର ସେ ଉଠି ନଥିଲେ। ତେଣୁ ପରିବାର ଲୋକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା।

ଆଜି ସକାଳେ ପରିବାର ଲୋକେ ଶିଶୁ ଧରି ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେତେବେଳକୁ ଶିଶୁର ମୃତ୍ୟୁ ହୋଇସାରିଥିଲା। ଡାକ୍ତର କେବଳ ଶିଶୁକୁ ମୃତ ଘୋଷଣା କରିଥିଲେ। ତେବେ ଡାକ୍ତରଙ୍କ ଏଭଳି ଅବହେଳା କାରଣରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସେପଟେ ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story