ବେଙ୍ଗଲୁରୁରୁ ଆସିଲା ପରିବାରର ୩ ମୃତ ଦେହ: ଗ୍ୟାସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ

ସୋର:ବେଙ୍ଗଲୁରୁରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ମୃତ୍ୟୁୟବରଣ କରିଥିବା ୩ ପ୍ରବାସୀ ଓଡିଆଙ୍କ ମୃତ ଦେହ ତାଙ୍କ ନିଜ ଗାଁ ବାଲେଶ୍ୱର ଜିଲ୍ଲା ଷଠି ଗାଁରେ ପହଞ୍ଚିଛି।  ମୃତକମାନେ ହେଲେ ବାପା ପ୍ରଶାନ୍ତ ମହାକୁଡ଼, ତାଙ୍କ ୮ ବର୍ଷର ପୁଅ ଆଦିତ୍ୟ ଏବଂ ୨ ବର୍ଷର ଝିଅ ମନିଶା। ୩ଜଣଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୩ ତାରିଖ ଦିନ ସିଲିଣ୍ଡରୁ ଗ୍ୟାସ୍ ଲିକ୍ ହୋଇ ନିଆଁ […]

death

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 11:20 AM IST

ସୋର:ବେଙ୍ଗଲୁରୁରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ମୃତ୍ୟୁୟବରଣ କରିଥିବା ୩ ପ୍ରବାସୀ ଓଡିଆଙ୍କ ମୃତ ଦେହ ତାଙ୍କ ନିଜ ଗାଁ ବାଲେଶ୍ୱର ଜିଲ୍ଲା ଷଠି ଗାଁରେ ପହଞ୍ଚିଛି।  ମୃତକମାନେ ହେଲେ ବାପା ପ୍ରଶାନ୍ତ ମହାକୁଡ଼, ତାଙ୍କ ୮ ବର୍ଷର ପୁଅ ଆଦିତ୍ୟ ଏବଂ ୨ ବର୍ଷର ଝିଅ ମନିଶା।

୩ଜଣଙ୍କ ମୃତ ଦେହ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୩ ତାରିଖ ଦିନ ସିଲିଣ୍ଡରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ଘର ଭିତରେ ଏହି ୩ଜଣଙ୍କର ମୃତ୍ୟୁ ହୋଇଥିଲା।  ପ୍ରଶାନ୍ତ ବେଙ୍ଗଳୁରୁରେ ଏକ ପ୍ଲାଷ୍ଟିକ୍ ପ୍ଲାଣ୍ଟରେ କାମ କରୁଥିଲେ ।

Related story