ସକାଳେ ରଙ୍ଗ ଅପରାହ୍ନରେ ଫିକା ପଡ଼ିଲା: ଚାଲିଗଲା ୩ ଜୀବନ

ଗୁଣପୁର(ଓଡ଼ିଶା ରିପୋର୍ଟର): ହୋଲି ହେଲା କାଳ। ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ।  ସ୍ଥାନୀୟ ଅଂଚଳର ୩ ଜଣ ଯୁବକ  ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମରେ ଗାଧୋଇବାକୁ ଯାଇଥିଲେ। ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକ ନିଖୋଜ ହୋଇଯାଇଥିଲେ।  ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି  ପଦ୍ମପୁର ମେଡିକାଲକୁ ନେଇଥିଲେ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା […]

bml

Tapas Behera
  • Published: Tuesday, 10 March 2020
  • , Updated: 10 March 2020, 04:44 PM IST

ଗୁଣପୁର(ଓଡ଼ିଶା ରିପୋର୍ଟର): ହୋଲି ହେଲା କାଳ। ହୋଲି ଖେଳି କେନ୍ଦୁଗୁଡା ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକଙ୍କ ମୃତ୍ୟୁ।  ସ୍ଥାନୀୟ ଅଂଚଳର ୩ ଜଣ ଯୁବକ  ହୋଲି ଖେଳିବା ପରେ କେନ୍ଦୁଗୁଡା ଡ୍ୟାମରେ ଗାଧୋଇବାକୁ ଯାଇଥିଲେ। ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ୩ ଯୁବକ ନିଖୋଜ ହୋଇଯାଇଥିଲେ।  ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି  ପଦ୍ମପୁର ମେଡିକାଲକୁ ନେଇଥିଲେ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Related story