ଜୁଲାଇ ୭ରୁ +୩ ଡିଗ୍ରୀ ଫାଇନାଲ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ଯୋଗୁ ବାଧାପ୍ରାପ୍ତ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା କଲେଜଗୁଡ଼ିକରେ ଯୁକ୍ତ ୩ ଡିଗ୍ରୀ ଫାଇନାଲ ପରୀକ୍ଷା(ରେଗୁଲାର ଓ ବ୍ୟାକ୍ ) ଆସନ୍ତା ମାସ ୭ତାରିଖରୁ ହେବ। ଯୁକ୍ତ ୩ ଡିଗ୍ରୀ ଆର୍ଟସ, ସାଇନ୍ସ ଓ କର୍ମସ (ପାସ୍ ଓ ଅନର୍ସ)ର ର ଷଷ୍ଠ ସେମିଷ୍ଟାର ପରୀକ୍ଷା ଜୁଲାଇ ୭ରୁ ଆରମ୍ଭ ହୋଇ ୨୩ତାରିଖ ମଧ୍ୟରେ ଶେଷ ହେବ। ଏନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ […]

Kerala-plus-two-results

Kerala-plus-two-results

Manoranjan Sial
  • Published: Monday, 08 June 2020
  • Updated: 08 June 2020, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ଯୋଗୁ ବାଧାପ୍ରାପ୍ତ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା କଲେଜଗୁଡ଼ିକରେ ଯୁକ୍ତ ୩ ଡିଗ୍ରୀ ଫାଇନାଲ ପରୀକ୍ଷା(ରେଗୁଲାର ଓ ବ୍ୟାକ୍ ) ଆସନ୍ତା ମାସ ୭ତାରିଖରୁ ହେବ। ଯୁକ୍ତ ୩ ଡିଗ୍ରୀ ଆର୍ଟସ, ସାଇନ୍ସ ଓ କର୍ମସ (ପାସ୍ ଓ ଅନର୍ସ)ର ର ଷଷ୍ଠ ସେମିଷ୍ଟାର ପରୀକ୍ଷା ଜୁଲାଇ ୭ରୁ ଆରମ୍ଭ ହୋଇ ୨୩ତାରିଖ ମଧ୍ୟରେ ଶେଷ ହେବ। ଏନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୭ରୁ ୧୩ତାରିଖ ମଧ୍ୟରେ ଓ ଥିଓରି ପେପର ପାଇଁ ପରୀକ୍ଷା ଜୁଲାଇ ୧୪ରୁ ୨୩ତାରିଖ ମଧ୍ୟରେ ହେବ। ପ୍ରୋଜେକ୍ଟ ପେପର ଓ ମାର୍କଗୁଡ଼ିକୁ ଜୁଲାଇ ୨୮ତାରିଖ ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିବାକୁ ହେବ। ଏହି ପରୀକ୍ଷା ସମୟରେ କୋଭିଡ-୧୯ ଗାଇଡଲାଇନକୁ ପାଳନ କରିବା ସହ ସାମାଜିକ ଦୂରତ୍ୱ, ସାନିଟାଇଜରରେ ହାତ ଧୋଇବା, ମାସ୍କ ପିନ୍ଧିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପ୍ରାକ୍ଟିକାଲ ପରୀକ୍ଷାବେଳେ ଅଧିକ ଭିଡ଼ ଯେଭଳି ନହେବ ସେଥିପ୍ରତି କଲେଜ କତ୍ତୃପକ୍ଷ ଦୃଷ୍ଟି ଦେବା ସହ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା କରିପାରିବେ। ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ସହ ନିଜର ପାଣି ବୋତଲ ଓ ସାନିଟାଇଜର ଧରି ପରୀକ୍ଷା ହଲକୁ ଆସିବେ। କଲେଜ କତ୍ତୃପକ୍ଷ ନିଜର ପାଣ୍ଠିରୁ ଆବଶ୍ୟକ ସଂଖ୍ୟକ ଥର୍ମାଲ ସ୍କାନର କିଣିବେ ଓ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଶରୀରର ତାପମାତ୍ରା ମାପିବା ପରେ ସେମାନଙ୍କୁ ଭିତରୁ ଛାଡ଼ିବେ। ପରୀକ୍ଷା ପୂର୍ବରୁ ସମସ୍ତ କ୍ଲାସରୁମ୍ ଓ ଲାବ୍ରୋଟୋରୀକୁ ପରିଚ୍ଛନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story