ପୋଖରୀରେ ବୁଡ଼ିଗଲେ ୩ ନାବାଳିକା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡ଼କୂଳ ପଞ୍ଚାୟତ ବୋରିଆ ସାହିରେ ପାଣିରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗାଁ ପୋଖରୀକୁ ୩ଜଣ ନାବାଳିକା ଗାଧୋଇବାକୁ ଯାଇଥିଲାବେଳେ ପାଣିରେ ବୁଡ଼ିଯାଇଥିଲେ। ଏମାନଙ୍କୁ ଉଦ୍ଧାର କରାଯାଇ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

drwwwwww

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 02:47 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡ଼କୂଳ ପଞ୍ଚାୟତ ବୋରିଆ ସାହିରେ ପାଣିରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗାଁ ପୋଖରୀକୁ ୩ଜଣ ନାବାଳିକା ଗାଧୋଇବାକୁ ଯାଇଥିଲାବେଳେ ପାଣିରେ ବୁଡ଼ିଯାଇଥିଲେ। ଏମାନଙ୍କୁ ଉଦ୍ଧାର କରାଯାଇ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Related story