୩ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ତିନି ଜଣ କ୍ୟାଡର ମାଓବାଦୀ ସୋମବାର ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଡିଭିଜନର ହୋଇଥିବା ବେଳେ ଆଉ ଦୁଇ ଜଣ ହେଉଛନ୍ତି ମାଲକାନଗିରି ଡିଭିଜନର। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ବି ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଇର୍ମା କବାସୀ, ଏରା ମାଡ଼କାମୀ ଓ ରାଧିକ। ଏହି ତିନି ଜଣଙ୍କ ନାଁରେ ମୋଟ ୨୯ଟି ମାମଲା ରହିଛି। ଇର୍ମା କବାସୀ ନାଁରେ ଅନେକ ସଂଗୀନ ମାମଲା […]

rajiv rudy parliament

rajiv rudy parliament

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:18 AM IST

Sports

Latest News

ଭୁବନେଶ୍ୱର: ତିନି ଜଣ କ୍ୟାଡର ମାଓବାଦୀ ସୋମବାର ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଡିଭିଜନର ହୋଇଥିବା ବେଳେ ଆଉ ଦୁଇ ଜଣ ହେଉଛନ୍ତି ମାଲକାନଗିରି ଡିଭିଜନର। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ବି ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଇର୍ମା କବାସୀ, ଏରା ମାଡ଼କାମୀ ଓ ରାଧିକ। ଏହି ତିନି ଜଣଙ୍କ ନାଁରେ ମୋଟ ୨୯ଟି ମାମଲା ରହିଛି। ଇର୍ମା କବାସୀ ନାଁରେ ଅନେକ ସଂଗୀନ ମାମଲା ରହିଛି। ଛତିଶଗଡ଼ର ଦରଭା ଘାଟିରେ କଂଗ୍ରେସ ନେତାମାନଙ୍କ ଉପରେ ହୋଇଥିବା ମାଓବାଦୀ ଆକ୍ରମଣରେ ସେ ସଂପୃକ୍ତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos