ପ୍ରତିଷ୍ଠା ଦିବସରେ ଗୁରୁ ମନ୍ତ୍ର ଦେଲେ ପୁଲିସ କମିଶନର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା ହେଉଛି କମିଶନରେଟ୍ ପୁଲିସ୍‌ର ୩ ନୂଆ ମନ୍ତ୍ର। ଏହି ମନ୍ତ୍ରକୁ କାର୍ଯ୍ୟକରିବା ପାଇଁ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ଆହ୍ୱାନ ଦେଇଛନ୍ତି। ତା’ସହିତ ଆଉ ‘ଓ୍ୱି କେୟାର-ଓ୍ୱି ଡେୟାର’ ନୁହେଁ, ଏବେ ‘ଆମ ପୁଲିସ-ଆମ ସୁରକ୍ଷା’ ନୂଆ  ମୋଟୋ ବୋଲି ସିପି କହିଛନ୍ତି। କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍‌ ପ୍ରତିଷ୍ଠା ଦିବସ ଅବସରେ ଏହା କହିଛନ୍ତି ପୁଲିସ୍‌ କମିଶନର ଷଡ଼ଙ୍ଗୀ। ଦ୍ୱୈତନଗରୀରେ ସଂଘଟିତ ଅପରାଧକୁ କିପରି […]

sudhansu-1..

sudhansu-1..

Niharika Rout
  • Published: Thursday, 02 January 2020
  • Updated: 02 January 2020, 03:38 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା ହେଉଛି କମିଶନରେଟ୍ ପୁଲିସ୍‌ର ୩ ନୂଆ ମନ୍ତ୍ର। ଏହି ମନ୍ତ୍ରକୁ କାର୍ଯ୍ୟକରିବା ପାଇଁ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ଆହ୍ୱାନ ଦେଇଛନ୍ତି। ତା’ସହିତ ଆଉ ‘ଓ୍ୱି କେୟାର-ଓ୍ୱି ଡେୟାର’ ନୁହେଁ, ଏବେ ‘ଆମ ପୁଲିସ-ଆମ ସୁରକ୍ଷା’ ନୂଆ  ମୋଟୋ ବୋଲି ସିପି କହିଛନ୍ତି। କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍‌ ପ୍ରତିଷ୍ଠା ଦିବସ ଅବସରେ ଏହା କହିଛନ୍ତି ପୁଲିସ୍‌ କମିଶନର ଷଡ଼ଙ୍ଗୀ।

ଦ୍ୱୈତନଗରୀରେ ସଂଘଟିତ ଅପରାଧକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତା’ଉପରେ ପୁଲିସ୍ ଯତ୍ନବାନ ହେବ। ଏଥିସହିତ କଟକ-ଭୁବନେଶ୍ୱରରେ ପ୍ରଭାବୀ ସିସିଟିଭି ବ୍ୟବସ୍ଥା କରାଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଫେସିଆଲ୍ ରେକଗ୍ନିସନ ବ୍ୟବସ୍ଥା ହେବ ।

ବରିଷ୍ଠ ନାଗରିକ, ମହିଳାଙ୍କ ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥାରେ ଉନ୍ନତି ମୂଳଲକ୍ଷ୍ୟ ବୋଲି ସିପି କହିଛନ୍ତି । ସେହିପରି ପୁଲିସ୍ କମିଶନରେଟ୍ ମୁଖ୍ୟାଳୟ ନାଁ  ପୁଲିସ୍‌ ସେବା ଭବନ ହେବ । ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ପରେଡ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିବାଦନ ଗ୍ରହଣ କରିଥିଲେ ପୁଲିସ୍‌ ଡିଜି ଅଭୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story