‘ବିଜେଡି ସିବିଆଇକୁ କାହିଁକି ଏତେ ଭୟ କରୁଛି?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌କୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି, ବିଜେପି ଉପରେ କଂଗ୍ରେସ ବର୍ଷିଥିବା ବେଳେ  ବିଜେଡି, ବିଜେପିର ତୁଙ୍ଗ ନେତା ମଧ୍ୟ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି  । ଦୀର୍ଘ ମାସର ନୀରବତା ପରେ  CBI ପୁଣି ଚଳଞ୍ଚଳ ହୋଇଉଠିଥିବା ବେଳେ ଏହାକୁ ନେଇ ଆକ୍ଷେପ କରିଛନ୍ତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି […]

cbi

cbi

Niharika Rout
  • Published: Saturday, 19 September 2020
  • Updated: 19 September 2020, 02:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌କୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏହି ପ୍ରସଙ୍ଗରେ ବିଜେଡି, ବିଜେପି ଉପରେ କଂଗ୍ରେସ ବର୍ଷିଥିବା ବେଳେ  ବିଜେଡି, ବିଜେପିର ତୁଙ୍ଗ ନେତା ମଧ୍ୟ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି  ।

ଦୀର୍ଘ ମାସର ନୀରବତା ପରେ  CBI ପୁଣି ଚଳଞ୍ଚଳ ହୋଇଉଠିଥିବା ବେଳେ ଏହାକୁ ନେଇ ଆକ୍ଷେପ କରିଛନ୍ତି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି । କହିଛନ୍ତି, ୭ ବର୍ଷ ହେଲା ସିବିଆଇ କେଉଁଠି ଥିଲା। ସିବିଆଇ ବିଜେପି ହାତର କଣ୍ଢେଇ। ଇନ୍‌କ୍ୱାରୀ, ରେଡ୍ ସବୁ ଲୋକ ଦେଖାଣିଆ। ରେଡ୍ ହେଉ, କିନ୍ତୁ ନବୀନ ନିବାସର ଅଫିସରଙ୍କୁ କାହିଁକି ରେଡ୍ କରୁନ ବୋଲି ପ୍ରଶ୍ନ ପଚାରିଛନ୍ତି ତାରା।

ବିଜେପି, ବିଜେଡି ଗୋଟିଏ। ନିର୍ବାଚନ ବେଳେ ଅଲଗା ଦେଖେଇ ହୁଅନ୍ତି। ଏବେ କେବଳ ଚିଟ୍‌ଫଣ୍ଡ ଉପରେ ରାଜନୀତି ହେଉଛି, କିଛି ଫାଇଦା ନାହିଁ। ରାଜ୍ୟ ସରକାରଙ୍କ ଉପରେ ବି ତଦନ୍ତ ହେବା ଦରକାର ବୋଲି କହିଛନ୍ତି ତାରା।

କଂଗ୍ରେସର ଏପରି ଆରୋପର ଉତ୍ତର ଦେବାକୁ ଯାଇ  ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ  କହିଛନ୍ତି ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ। ଏହା ଏକ ସ୍ୱାଧୀନ ସଂସ୍ଥା । କେବଳ ଦେବୀ ମିଶ୍ର ନୁହଁନ୍ତି, ବହୁ ନେତା, ଅଫିସର ଏଥିରେ ସଂପୃକ୍ତ।  ଚିଟ୍‌ଫଣ୍ଡ ସ୍କାମରେ ସଂପୃକ୍ତ ସମସ୍ତେ ଦଣ୍ଡ ପାଇବେ।  ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି ବୋଲି ପଚାରିଲେ ପୃଥ୍ୱୀରାଜ ।

ଅପରପକ୍ଷେ ସିବିଆଇ ଏକ  ସ୍ୱାଧୀନ ସଂସ୍ଥା। କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେମାନଙ୍କ ନିଷ୍ପତ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କାମ କରୁଛି ସିବିଆଇ। ତଦନ୍ତ ନିଷ୍କର୍ଷରେ ପହଞ୍ଚିବା ଆଶା କରାଯାଉଛି  ବୋଲି କହିଛନ୍ତି ପୃଥ୍ୱୀରାଜ।

ସେପଟେ ଏନେଇ ଦଳକୁ ହ୍ୟୁମଲେଟ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story