ବାରିପଦା ମେଡିକାଲ୍‌ କଲେଜରେ ସପ୍ତାହରେ ଗଲାଣି ୩ ପ୍ରସୂତିଙ୍କ ଜୀବନ!

ବାରିପଦା (ମାନିକ ଲାଲ ପାଣି): ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌(ପିଆର୍‌ଏମ୍‌) ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସପ୍ତାହରେ ତିନି ଜଣ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ବେତନଟୀ ଥାନା ନଙ୍ଗଳକଟା ଗାଁର ବାସନ୍ତୀ ମହାନ୍ତ ପ୍ରସୂତି ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ […]

PRM Medical

PRM Medical

Manoranjan Sial
  • Published: Monday, 01 August 2022
  • Updated: 01 August 2022, 08:16 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌(ପିଆର୍‌ଏମ୍‌) ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସପ୍ତାହରେ ତିନି ଜଣ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ରବିବାର ସକାଳେ ବେତନଟୀ ଥାନା ନଙ୍ଗଳକଟା ଗାଁର ବାସନ୍ତୀ ମହାନ୍ତ ପ୍ରସୂତି ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ରାତି ପ୍ରାୟ ୮ଟା ବେଳେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ବାସନ୍ତୀ। ପ୍ରସବ ପରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏ ନେଇ ପରିବାର ଲୋକେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ ଜଣାଇଥିଲେ। କାକୁତି ମିନତି ହୋଇଥିଲେ। ହେଲେ ଡାକ୍ତର ଓ ନର୍ସ ଶୁଣିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ସୋମବାର ସକାଳେ ବାସନ୍ତୀଙ୍କ ମୃତ୍ୟୁ ଘଟିଥିଲା।

ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଅବହେଳାରୁ ବାସନ୍ତୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭଯୋଗ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହ ରଖି ପରିବାର ଲୋକ ଓ ସ୍ଥାନୀୟ ଲୋକେ ମେଡିକାଲ୍‌ରେ ପାଟିତୁଣ୍ଡ କରିଥିଲେ।

ବାସନ୍ତୀଙ୍କୁ ମିଶାଇ ସପ୍ତାହେ ମଧ୍ୟରେ ମେଡିକାଲରେ ତିନି ଜଣ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ସବୁଥିରେ ଚିକିତ୍ସା ଅବହେଳାକୁ ଦାୟୀ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଉତ୍ତର ଓଡ଼ିଶାରେ ଏକ ପ୍ରତିଷ୍ଠିତ ମେଡ଼ିକାଲ୍‌ କଲେଜ ଭାବେ ପରିଚିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ କାହିଁକି ରମ୍ୱାର ପ୍ରସୂତିଙ୍କର ମୃତ୍ୟୁ ଘଟୁଛି? ତେବେ ଏନେଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ୍‌ ଓ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story