ପୁଣି ଖେଳୁ ଖେଳୁ ଗାଏବ ହୋଇଗଲା ଶିଶୁ ପୁତ୍ର, କୂଅରୁ ମିଳିଲା ମୃତଦେହ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇଯାଉଛନ୍ତି କଅଁଳ ଶିଶୁ।  ଆଉ ସେମାନେ ଘରକୁ ଫେରୁ ନାହାନ୍ତି। କାହାର ପତ୍ତା ମିଳୁନି ତ କାହାର ମୃତଦେହ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏହିଭଳି ଖବର। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଘଟିଛି। ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ। ବହୁ […]

dkl-11

dkl-11

Niharika Rout
  • Published: Thursday, 17 December 2020
  • Updated: 17 December 2020, 09:15 AM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇଯାଉଛନ୍ତି କଅଁଳ ଶିଶୁ।  ଆଉ ସେମାନେ ଘରକୁ ଫେରୁ ନାହାନ୍ତି। କାହାର ପତ୍ତା ମିଳୁନି ତ କାହାର ମୃତଦେହ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏହିଭଳି ଖବର। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଘଟିଛି।

ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଛୁଆଟିର ପତ୍ତା ପାଇ ନ ଥିଲେ। ତେବେ ନିଖୋଜ ହେବାର ୧୨ ଘଣ୍ଟା ପରେ  ଆଜି ସକାଳୁ ଏକ କୂଅରୁ ମିଳିଲା ଶିଶୁ ପୁତ୍ରର ମୃତଦେହ। ତା’ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। କାଳିଆ ଦାଣ୍ଡରେ ଖେଳିବା ବେଳେ ତା’ ଜେଜେମା’ ସେଠାରେ ଉପସ୍ଥିତ ଥିଲେ। ତେବେ ନାତି ହଠାତ୍ ନିଖୋଜ ହେବା ନେଇ ସେ ଟେର୍ ପାଇ ନଥିଲେ।

କୂଅରୁ ଶିଶୁଟିର ମୃତଦେହ ମିଳିବା ପରେ ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଉକ୍ତ କୂଅ ନିକଟକୁ କିପରି କାଳିଆ ଗଲା, କିଏ ତାକୁ ମାରି ଫିଙ୍ଗି ଦେଇଛି ନା ସେ ନିଜେ କୂଅରେ ପଡ଼ି ଯାଇଥିଲା, ତାହା ସ୍ପଷ୍ଟ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story