ବନ୍ୟାରେ ଫସି ରହିଥିବା ୩୦ ପ୍ରବାସୀ ଓଡ଼ିଆ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟର ନବସାରୀ ଜିଲ୍ଲା ମହୁଆରେ ବନ୍ୟାଜଳରେ ଫସି ରହିଥିବା ୩୨ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା। ସେମାନଙ୍କ ମଧ୍ୟରେ ୩୦ ଜଣ ହେଉଛନ୍ତି ପ୍ରବାସୀ ଓଡ଼ିଆ। ଦିନ ମଜୁରିଆ ଭାବେ ଏମାନେ ସ୍ଥାନୀୟ ଜିଙ୍ଗା ଜଳାଶୟରେ କାମ କରୁଥିଲେ। ତେବେ ୪ ଦିନ ହେବ ମୂଷଳଧାରାରେ ବର୍ଷା ଲାଗି ରହିଥିବାରୁ ସ୍ଥାନୀୟ ଅଞ୍ଚଳ ପାଣିରେ ଭରି ଯାଇଥିଲା। ଫଳରେ ଭୋକ ଉପାସରେ ନିଜ ପିଲାଛୁଆଙ୍କୁ ସହ ଫସି ଯାଇଥିଲେ ପ୍ରବାସୀ ଓଡ଼ିଆ ଶ୍ରମିକ। ବନ୍ୟାଞ୍ଚଳ ପରିଦର୍ଶନରେ […]

surat

surat

Manoranjan Sial
  • Published: Sunday, 04 August 2019
  • Updated: 04 August 2019, 06:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟର ନବସାରୀ ଜିଲ୍ଲା ମହୁଆରେ ବନ୍ୟାଜଳରେ ଫସି ରହିଥିବା ୩୨ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା। ସେମାନଙ୍କ ମଧ୍ୟରେ ୩୦ ଜଣ ହେଉଛନ୍ତି ପ୍ରବାସୀ ଓଡ଼ିଆ। ଦିନ ମଜୁରିଆ ଭାବେ ଏମାନେ ସ୍ଥାନୀୟ ଜିଙ୍ଗା ଜଳାଶୟରେ କାମ କରୁଥିଲେ। ତେବେ ୪ ଦିନ ହେବ ମୂଷଳଧାରାରେ ବର୍ଷା ଲାଗି ରହିଥିବାରୁ ସ୍ଥାନୀୟ ଅଞ୍ଚଳ ପାଣିରେ ଭରି ଯାଇଥିଲା। ଫଳରେ ଭୋକ ଉପାସରେ ନିଜ ପିଲାଛୁଆଙ୍କୁ ସହ ଫସି ଯାଇଥିଲେ ପ୍ରବାସୀ ଓଡ଼ିଆ ଶ୍ରମିକ।

ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବାୟୁସେନାର ଏକ ହେଲିକପ୍ଟର ସେମାନଙ୍କୁ ଠାଵ କରିଥିଲା। ପ୍ରଶାସନର ଅନୁମତି ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଜଣକ ପରେ ଜଣକୁ ବାୟୁସେନା ଉଦ୍ଧାର କରି ସୁରତ ବିମାନ ବନ୍ଦରଙ୍କୁ ଆଣିଥିଲା। ସୁରତ ବିମାନ ବନ୍ଦରରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଖାଇବା ପିଇବା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story