ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟର ନବସାରୀ ଜିଲ୍ଲା ମହୁଆରେ ବନ୍ୟାଜଳରେ ଫସି ରହିଥିବା ୩୨ଜଣଙ୍କୁ ଉଦ୍ଧାର କରିଛି ବାୟୁସେନା। ସେମାନଙ୍କ ମଧ୍ୟରେ ୩୦ ଜଣ ହେଉଛନ୍ତି ପ୍ରବାସୀ ଓଡ଼ିଆ। ଦିନ ମଜୁରିଆ ଭାବେ ଏମାନେ ସ୍ଥାନୀୟ ଜିଙ୍ଗା ଜଳାଶୟରେ କାମ କରୁଥିଲେ। ତେବେ ୪ ଦିନ ହେବ ମୂଷଳଧାରାରେ ବର୍ଷା ଲାଗି ରହିଥିବାରୁ ସ୍ଥାନୀୟ ଅଞ୍ଚଳ ପାଣିରେ ଭରି ଯାଇଥିଲା। ଫଳରେ ଭୋକ ଉପାସରେ ନିଜ ପିଲାଛୁଆଙ୍କୁ ସହ ଫସି ଯାଇଥିଲେ ପ୍ରବାସୀ ଓଡ଼ିଆ ଶ୍ରମିକ।
ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବାୟୁସେନାର ଏକ ହେଲିକପ୍ଟର ସେମାନଙ୍କୁ ଠାଵ କରିଥିଲା। ପ୍ରଶାସନର ଅନୁମତି ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଜଣକ ପରେ ଜଣକୁ ବାୟୁସେନା ଉଦ୍ଧାର କରି ସୁରତ ବିମାନ ବନ୍ଦରଙ୍କୁ ଆଣିଥିଲା। ସୁରତ ବିମାନ ବନ୍ଦରରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଖାଇବା ପିଇବା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
EMI ଫାଙ୍କିବାର ନୂଆ ଫଣ୍ଡା, ସମାନ ନମ୍ବର ପ୍ଲେଟ୍ ଥିବା ଦୁଇଟି କାର୍ ଜବତ
ଇଏମ୍ଆଇ ଭରି ନଥିବାରୁ ଫାଇନ୍ସ କମ୍ପାନୀର ଏଜେଣ୍ଟଙ୍କ ଆଖିରେ ଧୂଳି ଦେବାକୁ ଏଭଳି କିଛି ଫଣ୍ଡା ଆପଣାଇଥିଲେ କାର୍ ଡ୍ରାଇଭର। ଶେଷରେ ଧରାପଡିଛନ୍ତି।
National
ଆଜି ବାଜିବ ଦିଲ୍ଲୀ ନିର୍ବାଚନ ବିଗୁଲ, ଘୋଷଣା ହେବ ତାରିଖ
ଦିଲ୍ଲୀର ୭୦ ବିଧାନସଭା ଆସନା ପାଇଁ ନିର୍ବାଚନ ହେବ।
National
ଘାରିଲା HMPV ଭାଇରସ୍ ଚିନ୍ତା, ଦେଶରେ ଦିନକରେ ୬ ଆକ୍ରାନ୍ତ ଚିହ୍ନଟ
ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛନ୍ତି। କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି।
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।