ପିଟିଦେଲା ଅଣ୍ଡା ବୋଝେଇ ପିକ୍‌ଅପ୍‌, ୩୧ ଶ୍ରମିକ ଗୁରୁତର

ଆନନ୍ଦପୁର (ମୁନ୍ନା ସିଂ): ସକାଳେ କାମ କରିବାକୁ ଯାଇଥିଲେ। ଦିନ ସାରା ବିଲରେ କାମ କରିଥିଲେ। ଅପରାହ୍ନରେ କ୍ଲାନ୍ତ ଶରୀର ଧରି ପିକ୍‌ଅପ୍‌ ଭ୍ୟାନ୍‌ରେ ଘରକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ ଧୋକା ଦେଲା ସମୟ। ବିପରୀତ ଦିଗରୁ ଆସୁଥିବା ଅଣ୍ଡା ବୋଝେଇ ପିକ୍‌ଅପ୍‌ ଧକ୍କା ଦେଲା। ଫଳରେ ଆହତ ହେଲେ ୩୧ ଜଣ ମହିଳା ଶ୍ରମିକ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ମହୁଲଡିହା ଥାନା ବାଗଦଫା ଗାଁର ୩୮ ଜଣ […]

Pikup-Accident

Pikup-Accident

Manoranjan Sial
  • Published: Wednesday, 03 August 2022
  • Updated: 03 August 2022, 04:45 PM IST

Sports

Latest News

ଆନନ୍ଦପୁର (ମୁନ୍ନା ସିଂ): ସକାଳେ କାମ କରିବାକୁ ଯାଇଥିଲେ। ଦିନ ସାରା ବିଲରେ କାମ କରିଥିଲେ। ଅପରାହ୍ନରେ କ୍ଲାନ୍ତ ଶରୀର ଧରି ପିକ୍‌ଅପ୍‌ ଭ୍ୟାନ୍‌ରେ ଘରକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ ଧୋକା ଦେଲା ସମୟ। ବିପରୀତ ଦିଗରୁ ଆସୁଥିବା ଅଣ୍ଡା ବୋଝେଇ ପିକ୍‌ଅପ୍‌ ଧକ୍କା ଦେଲା। ଫଳରେ ଆହତ ହେଲେ ୩୧ ଜଣ ମହିଳା ଶ୍ରମିକ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ମହୁଲଡିହା ଥାନା ବାଗଦଫା ଗାଁର ୩୮ ଜଣ ମହିଳା ଏକ ପିକ୍‌ଅପ୍‌ରେ ଘଷିପୁରା ଥାନା ଅଞ୍ଚଳରେ ବିଲରେ ଧାନ ତଳି ରୋଇବାକୁ ଯାଉଥିଲେ। ଅପରାହ୍ନରେ କାମ ସାରି ଘରକୁ ଫେରୁଥିଲେ। ତେବେ ଆନନ୍ଦପୁର-କରଞ୍ଜିଆ ରାସ୍ତାର ଶାତକୋଶିଆ ପଥୁରିଆ ସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଅଣ୍ଡା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପିକ୍‌ଅକପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ତେବେ ସେମାନଙ୍କ ଭିତରୁ ୩୧ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story