ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ୩୪୦ ଗ୍ରାମ ସୁନା ଜବତ କରାଯାଇଛି। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ। କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରା ଚାଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା। ଏହି ଘଟଣାରେ ଦୁଇ ଜଣଙ୍କ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

gold,.....

gold,.....

Tapaswini Nayak
  • Published: Friday, 31 August 2018
  • Updated: 31 August 2018, 08:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ୩୪୦ ଗ୍ରାମ ସୁନା ଜବତ କରାଯାଇଛି।
ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ।
କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରା ଚାଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା।
ଏହି ଘଟଣାରେ ଦୁଇ ଜଣଙ୍କ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos