୩୫ ଦାଦନ ଶ୍ରମିକ ଉଦ୍ଧାର

<p>ପାଟଣାଗଡ଼: ଥମୁନି ଦାଦନ ଚାଲାଣ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ସୁଲେଇକେଲା ଗାଁରୁ ୩୫ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଏଥିସହ ଜଣେ ଦାଦନ ଦଲାଲକୁ ଅଟକ ରଖି ପଚରାଉଚରା କରୁଛି।</p> <p>ଦାଦନ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରାଯାଇଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ସୂଚନା ଅନୁଯାୟୀ, ଲୋଇସିଙ୍ଗା ବ୍ଲକ ସିଙ୍ଗାଦିମୁଣ୍ଡା ଗାଁର ୩୫ଜଣ ଶ୍ରମିକଙ୍କୁ ଦଲାଲ ପ୍ରଲୋଭନ ଦେଖାଇ ସୁଲେଇକେଲା ଗାଁରେ ରଖିଥିଲା।&nbsp; ସମସ୍ତ ଶ୍ରମିକଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ସମ୍ପୃକ୍ତ ଦଲାଲ ଯୋଜନା କରିଥିଲା।</p>

Ordigital Desk
  • Published: Friday, 10 November 2017
  • Updated: 10 November 2017, 12:49 PM IST

Sports

Latest News

<p>ପାଟଣାଗଡ଼: ଥମୁନି ଦାଦନ ଚାଲାଣ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ସୁଲେଇକେଲା ଗାଁରୁ ୩୫ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଏଥିସହ ଜଣେ ଦାଦନ ଦଲାଲକୁ ଅଟକ ରଖି ପଚରାଉଚରା କରୁଛି।</p><p>ଦାଦନ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରାଯାଇଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ସୂଚନା ଅନୁଯାୟୀ, ଲୋଇସିଙ୍ଗା ବ୍ଲକ ସିଙ୍ଗାଦିମୁଣ୍ଡା ଗାଁର ୩୫ଜଣ ଶ୍ରମିକଙ୍କୁ ଦଲାଲ ପ୍ରଲୋଭନ ଦେଖାଇ ସୁଲେଇକେଲା ଗାଁରେ ରଖିଥିଲା।&nbsp; ସମସ୍ତ ଶ୍ରମିକଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ସମ୍ପୃକ୍ତ ଦଲାଲ ଯୋଜନା କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos