ସ୍ଥାନାନ୍ତର ହେବେ ୩୫ ବିଧାୟକ, ଭଙ୍ଗା ହେବ ୪୦ କ୍ୱାର୍ଟର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ରହିବା ପାଇଁ ୪୦୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କରିବା କାର୍ଯ୍ୟକୁ ଆସନ୍ତା ଜାନୁୟାରୀ ମାସରୁ ଆରମ୍ଭ କରିବା ନିମନ୍ତେ ବିଧାନସଭା ସଚିବାଳୟ ପଦକ୍ଷେପ ନେଇଛି। ବିଧାନସଭାର ନୂଆ ଅତିଥି ଭବନଠୁ କମିଶନରେଟ୍ ପୁଲିସ ମୁଖ୍ୟାଳୟ ନିକଟସ୍ଥ ଟ୍ରାଫିକ ଛକ ପର୍ଯ୍ୟନ୍ତ ଥିବା ସମସ୍ତ କ୍ୱାର୍ଟର୍ସକୁ ଭାଙ୍ଗି ସେଠାରେ ଏହି ୭ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍ ନିର୍ମାଣ କରିବାକୁ ସ୍ଥିର ହୋଇଥିବାବେଳେ ୩୫ଜଣ ବିଧାୟକଙ୍କ ସମେତ ମୋଟ ୩୯ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା […]

odisha-assamble-1

odisha-assamble-1

Tapas Behera
  • Published: Tuesday, 29 October 2019
  • Updated: 29 October 2019, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକମାନଙ୍କ ରହିବା ପାଇଁ ୪୦୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ ନିର୍ମାଣ କରିବା କାର୍ଯ୍ୟକୁ ଆସନ୍ତା ଜାନୁୟାରୀ ମାସରୁ ଆରମ୍ଭ କରିବା ନିମନ୍ତେ ବିଧାନସଭା ସଚିବାଳୟ ପଦକ୍ଷେପ ନେଇଛି। ବିଧାନସଭାର ନୂଆ ଅତିଥି ଭବନଠୁ କମିଶନରେଟ୍ ପୁଲିସ ମୁଖ୍ୟାଳୟ ନିକଟସ୍ଥ ଟ୍ରାଫିକ ଛକ ପର୍ଯ୍ୟନ୍ତ ଥିବା ସମସ୍ତ କ୍ୱାର୍ଟର୍ସକୁ ଭାଙ୍ଗି ସେଠାରେ ଏହି ୭ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍ ନିର୍ମାଣ କରିବାକୁ ସ୍ଥିର ହୋଇଥିବାବେଳେ ୩୫ଜଣ ବିଧାୟକଙ୍କ ସମେତ ମୋଟ ୩୯ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ନୋଟିସ୍ ଜାରି ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଭଙ୍ଗା ହେବା ପାଇଁ ଚିହ୍ନଟ ହୋଇଥିବା କ୍ୱାର୍ଟର୍ସ ଆବଣ୍ଟନ ହୋଇଥିବା ୩୫ଜଣ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ସେମାନଙ୍କ କ୍ୱାର୍ଟର୍ସ ଛାଡ଼ିବା ପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ଦିନେଦୁଇଦିନ ମଧ୍ୟରେ ନୋଟିସ୍ ଜାରି କରାଯିବ। ଏହି ବିଧାୟକମାନଙ୍କ ମଧ୍ୟରେ ଅଧିକାଂଶ ନୂଆ ବିଧାୟକ ଥିବାବେଳେ ସେମାନଙ୍କୁ ଡି-ବ୍ଲକରେ ଖାଲି ଥିବା ବିଧାୟକ କ୍ୱାର୍ଟର୍ସ ଆବଣ୍ଟନ କରାଯିବ। ବାକି ବିଧାୟକମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ୱାର୍ଟର୍ସ ଯୋଗାଇ ଦିଆଯିବ। ଯେଉଁ ବିଧାୟକମାନଙ୍କୁ କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ୍ ଜାରି କରାଯିବ ସେମାନଙ୍କ ମଧ୍ୟରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ମନ୍ତ୍ରୀ ଟୁକୁନି ସାହୁ, ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସମେତ ବିଧାୟକ ବ୍ୟୋମକେଶ ରାୟ, ପ୍ରଶାନ୍ତ ଜଗଦେବ, କେ.ନାରାୟଣ ରାଓ, ଶ୍ରୀକାନ୍ତ ସାହୁ, ଲକ୍ଷ୍ମଣ ମୁଣ୍ଡା, ରୀତା ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଶାନ୍ତ ବେହେରା, ସୁବାସ ପାଣିଗ୍ରାହୀ, ଭାଗିରଥି ସେଠୀ, ଭାସ୍କର ମଢ଼େଇ, ସତ୍ୟନାରାୟଣ ପ୍ରଧାନ, ସୁଶାନ୍ତ ରାଉତ, ଅଧୀରଞ୍ଜନ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ଦାଶରଥି ଗମାଙ୍ଗ, ବାସନ୍ତୀ ହେମ୍ବ୍ରମ, ବିଷ୍ଣୁ ସେଠୀ, ମଞ୍ଜୁଳା ସ୍ୱାଇଁ, ଧ୍ରୁବ ସାହୁ, ସୁବାସ ଚନ୍ଦ୍ର ବେହେରା, ସୂର୍ଯ୍ୟମଣୀ ବୈଦ୍ୟ, ମିନାକ୍ଷୀ ମହାନ୍ତ, ରମେଶ ଚନ୍ଦ୍ର ସାଏ, ସୁନନ୍ଦା ଦାସ, ସଞ୍ଜିବ କୁମାର ମଲ୍ଲିକ, ଜୟନ୍ତ ଷଡ଼ଙ୍ଗୀ, ସାଲୁଗା ପ୍ରଧାନ, ସୁଧୀର କୁମାର ସାମଲ, ସୌଭିକ ବିଶ୍ୱାଳ ଓ ରଘୁରାମ ପଡ଼ାଲ ରହିଛନ୍ତି। ସେହିପରି ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ମାର୍ଶଲ ଦେବାଶୀଷ ପ୍ରଧାନ, ଆରସି ପଣ୍ଡା ପ୍ରମୁଖଙ୍କୁ ମଧ୍ୟ କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ୍ ଜାରି ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରାୟ ୧୦ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି କୋଠା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଆପାର୍ଟମେଣ୍ଟରେ ବିଧାୟକମାନଙ୍କ ସୁବିଧା ପାଇଁ କନଫରେନ୍ସ ହଲ୍ , ଜିମ୍ , ମର୍ଣ୍ଣିଂ ୱାର୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସହ କଲ୍ୟାଣ ମଣ୍ଡପ ବି ରହିବ। ଏହି ୭ମହଲା କୋଠାରେ ୧୪୦ ବିଧାୟକମାନଙ୍କ ରହିବା ପାଇଁ କ୍ୱାର୍ଟର୍ସର ବ୍ୟବସ୍ଥା ହେବ। ଏହି କ୍ୱାର୍ଟର୍ସଗୁଡ଼ିକ ଆଧୁନିକ ଶୈଳୀରେ ନିର୍ମାଣ କରାଯିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story