ବୋହୂକୁ ପୋଡ଼ି ମାରିଦେବା ଘଟଣାରେ ୪ ଗିରଫ

ରାଉଲକେଲା(ସତ୍ୟାନନ୍ଦ ମହାନ୍ତି) : ଅଧିକ ଯୌତୁକ ଦାବି କରି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ୍ ଅଞ୍ଚଳର ଜଣେ ମହିଳାଙ୍କୁ ଗତ ବୁଧବାର ଶାଶୁ ଘର ଲୋକେ ନିଆଁ ଲଗାଇ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ମୃତା ମହିଳାଙ୍କ ଶାଶୁ ଘରର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ମୃତ ମହିଳାଙ୍କ ସ୍ୱାମୀ, ଶ୍ୱଶୁର, ଦେଢଶୁର ଓ ଯାଆ ସୂଚନା ଅନୁଯାୟୀ, ଗୋପବନ୍ଧୁପାଲିର ଶିବକୁମାରଙ୍କ ଝିଅ ରାଧା […]

handcup

handcup

Niharika Rout
  • Published: Thursday, 13 February 2020
  • Updated: 13 February 2020, 12:55 PM IST

Sports

Latest News

ରାଉଲକେଲା(ସତ୍ୟାନନ୍ଦ ମହାନ୍ତି) : ଅଧିକ ଯୌତୁକ ଦାବି କରି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ୍ ଅଞ୍ଚଳର ଜଣେ ମହିଳାଙ୍କୁ ଗତ ବୁଧବାର ଶାଶୁ ଘର ଲୋକେ ନିଆଁ ଲଗାଇ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ମୃତା ମହିଳାଙ୍କ ଶାଶୁ ଘରର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ମୃତ ମହିଳାଙ୍କ ସ୍ୱାମୀ, ଶ୍ୱଶୁର, ଦେଢଶୁର ଓ ଯାଆ
ସୂଚନା ଅନୁଯାୟୀ, ଗୋପବନ୍ଧୁପାଲିର ଶିବକୁମାରଙ୍କ ଝିଅ ରାଧା କୁମାରୀ ୬ ବର୍ଷ ପୂର୍ବେ କୋଇଲା ଗେଟ୍‌ ଅଞ୍ଚଳର ବିନୋଦ ସିଂଙ୍କୁ ବିବାହ କରିଥିଲେ । ଯୌତୁକ ଲାଗି ଶାଶୁଘର ଲୋକେ ତାଙ୍କୁ ପୂର୍ବରୁ ନିର୍ଯାତନା ଦେଉଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ରାଧାକୁମାରୀଙ୍କ ଏକ ଦୁଇ ବର୍ଷର ଝିଅ ମଧ୍ୟ ଅଛି । ମୃତ୍ୟୁ ବେଳକୁ ସେ ୮ ମାସର ଗର୍ଭବତୀ ହୋଇଥିବା ବେଳେ ତାଙ୍କ ଗର୍ଭରେ ଆଉ ଏକ ଝିଅ ଥିବା ଜାଣି ଶାଶୁ ଘର ଲୋକ ମିଶି ରାଧାକୁମାରୀଙ୍କୁ ମାରି ଦେଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଏକ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଶିଶୁର ମଧ୍ୟ ମୃତ୍ୟୁ ହୋଇଥିଲା.

ରାଧାକୁମାରୀଙ୍କୁ ନିଆଁ ଲଗାଇ ପୋଡି ମାରି ଦେଇଥିବା ଘଟଣାରେ ଙ୍କୁ ପୁଲିସ୍‌ ତାଙ୍କ ଶାଶୁ ଘରର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story