ମଧୁପୁର ଜଙ୍ଗଲରେ ଏନ୍‌କାଉଣ୍ଟର୍‌, ୪ ଅପରାଧୀ ଆହତ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ମଙ୍ଗଳବାର ରାତିରେ ବ୍ରଜରାଜନଗରରେ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ଏନ୍‌କାଉଣ୍ଟର କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ ଓ ରଫିକ ଅନସାରୀ। ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ରଜରାଜନଗରକୁ ଚାରିଆଡ଼ୁ ସିଲ୍‌ କରି ଦିଆଯାଇଥିଲା। ଏହାପରେ ରାଜପୁର ନିକଟସ୍ଥ ମଧୁପୁର ଜଙ୍ଗଲ ନିକଟରେ ପୁଲିସ୍‌ ସହିତ ଏହି ୪ ଅଭିଯୁକ୍ତଙ୍କ ମୁହାଁମୁହିଁ  ହୋଇଥିଲେ। ଖସି […]

firing-1

firing-1

Niharika Rout
  • Published: Wednesday, 06 November 2019
  • Updated: 06 November 2019, 08:50 AM IST

Sports

Latest News

ଝାରସୁଗୁଡ଼ା (ଭାଗିରଥୀ ସାହୁ): ମଙ୍ଗଳବାର ରାତିରେ ବ୍ରଜରାଜନଗରରେ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ ଏନ୍‌କାଉଣ୍ଟର କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ ଓ ରଫିକ ଅନସାରୀ।

ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ରଜରାଜନଗରକୁ ଚାରିଆଡ଼ୁ ସିଲ୍‌ କରି ଦିଆଯାଇଥିଲା। ଏହାପରେ ରାଜପୁର ନିକଟସ୍ଥ ମଧୁପୁର ଜଙ୍ଗଲ ନିକଟରେ ପୁଲିସ୍‌ ସହିତ ଏହି ୪ ଅଭିଯୁକ୍ତଙ୍କ ମୁହାଁମୁହିଁ  ହୋଇଥିଲେ। ଖସି ପଳାଇବା ପାଇଁ ସେମାନେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ଆହତ ହୋଇଛନ୍ତି। ତେବେ ପୁଲିସ୍‌ ପାଲଟା ଗୁଳି ଚଳାଇବାରୁ ଅଭିଯୁକ୍ତମାନେ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ  ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେଠାରେ ଚିକିତ୍ସା କରାଯାଉଛି। 

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବ୍ରଜରାଜନଗରସ୍ଥିତ ଲକ୍ଷ୍ମୀ କାଫେରେ ସୁମିତ ଘୋଷ (ମଣ୍ଟୁ) ନାମକ ଜଣେ ବ୍ୟକ୍ତି ବସିଥିବା ବେଳେ ଏହି ଚାରି ଜଣ ତାଙ୍କୁ ଲକ୍ଷ୍ୟ କରି ୪ ରାଉଣ୍ଡ ଗୁଳି ଫୁଟାଇଥିଲେ।  ଅତି ନିକଟରୁ ମଣ୍ଟୁଙ୍କ ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ଚଲା ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଓ ଅନ୍ୟ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ। ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି କହିଛନ୍ତି ଯେ ଏ ଘଟଣାର ତଦନ୍ତ ଜାରି ରହିଛି ଓ ଖୁବ୍‌ଶୀଘ୍ର ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବି ଧରାଯିବ।

ସୂଚନାଯୋଗ୍ୟ, ମଣ୍ଟୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ। ଚାରିମାସ ତଳେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ସୋନୁ ଏବେ ଜେଲ୍‌ରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story