ରାଉରକେଲା ଷ୍ଟିଲପ୍ଲାଣ୍ଟର ୪ ସିଆଇଏସ୍‌ଏଫ୍‌ ଯବାନ ନିଲମ୍ବିତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ଥିବା ୪ CISF ଯବାନ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ ନିଲମ୍ବନ କରିଛନ୍ତି CISF କର୍ତ୍ତୃପକ୍ଷ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରର ପ୍ଲେଟ୍ ମିଲ୍ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ଟିମ୍ ଗତକାଲି  ଦୁଇ ଟ୍ରେଲରକୁ ଜବତ କରିଥିଲେ। ଦୁଇ ଟ୍ରେଲର ବିନା ଏଣ୍ଟ୍ରି ପାସ୍‌ରେ ପ୍ରବେଶ କରିଥିଲେ । ରେଡ୍ ପରେ ଏହି ଦୁଇ ଟ୍ରେଲରର ଡ୍ରାଇଭର […]

rkl-1-1

rkl-1-1

Niharika Rout
  • Published: Saturday, 28 December 2019
  • Updated: 28 December 2019, 02:05 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି ): ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ଥିବା ୪ CISF ଯବାନ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ ନିଲମ୍ବନ କରିଛନ୍ତି CISF କର୍ତ୍ତୃପକ୍ଷ ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିସରର ପ୍ଲେଟ୍ ମିଲ୍ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ଟିମ୍ ଗତକାଲି  ଦୁଇ ଟ୍ରେଲରକୁ ଜବତ କରିଥିଲେ। ଦୁଇ ଟ୍ରେଲର ବିନା ଏଣ୍ଟ୍ରି ପାସ୍‌ରେ ପ୍ରବେଶ କରିଥିଲେ । ରେଡ୍ ପରେ ଏହି ଦୁଇ ଟ୍ରେଲରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବିପୁଳ ପରିମାଣରେ ଲୁହା ଚୋରି କରିବାକୁ ଏହି ଦୁଇ ଟ୍ରେଲର କାରଖାନା ପରିସରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଏହାକୁ ନେଇ CISFର ୪ ଯବାନଙ୍କ ଆଚରଣ ସନ୍ଦେହ ଘେରକୁ ଆସିଥିଲା । ଏହାପରେ ତତ୍‌କ୍ଷଣାତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାକୁ ନେଇ ଟାଙ୍ଗରପାଲି ଥାନାରେ ଏତଲା ଦେଇଛନ୍ତି ରାଉରକେଲା ଷ୍ଟିଲପ୍ଲାଣ୍ଟ କର୍ତ୍ତୃପକ୍ଷ ।

ଉଭୟ ପୁଲିସ୍‌ ଓ ସିଆଇଏସ୍‌ଏଫ୍‌ ଟିମ୍‌ ଏହି ମାମଲାର ତଦନ୍ତ କରୁଛନ୍ତି । ଦୁଇ ଦିନ ପୂର୍ବରୁ ବିନା ଏଣ୍ଟ୍ରି ପାସ୍‌ରେ ଏକ ଟ୍ରକ ପ୍ରବେଶ କରୁଥିବାରୁ ଏହାର ଡ୍ରାଇଭର ମଧ୍ୟ ଗିରଫ ହୋଇଛି । ରାଉରକେଲା ଷ୍ଟିଲପ୍ଲାଣ୍ଟରୁ ଲୁହା ରୋରି କରିବାକୁ ଏକ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story