ରାତି ଅଧରେ ଲୌହ ଦାନବ କଲା ରକ୍ତଭୋଜି

ରାଉରକେଲା/ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶିବଙ୍କୁ ସନ୍ତୁଷ୍ଟ କରିବାକୁ କାଉଡ଼ିଆ ହୋଇ ଆସିଥିଲେ। ହେଲେ, ଶିବାଳୟରେ ପହଞ୍ଚିବା ପୂର୍ବରୁ ଶବ ପାଲଟି ଗଲେ। ଆଉ ଲୌହ ଦାନବ କଲା ରକ୍ତ ଭୋଜି। ରାଉରକେଲାରେ ଟ୍ରେନ୍ ଧକ୍କାରେ ଅକାଳରେ ଚାଲିଗଲା ଗୋଟିଏ ପରିବାରର ୪ କାଉଡ଼ିଆଙ୍କ ଜୀବନ। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇଦେଇଛି।  ସେହିପରି ରାଜ୍ୟର ଅନ୍ୟ ୨ଟି  ସ୍ଥାନରେ  ଆଉ ୨ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରାଉରକେଲା ବେଦବ୍ୟାସ ପୀଠରେ ଜଳ ଲାଗି ପାଇଁ […]

g-777

g-777

Ordigital Desk
  • Published: Monday, 13 August 2018
  • Updated: 13 August 2018, 09:23 PM IST

Sports

Latest News

ରାଉରକେଲା/ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶିବଙ୍କୁ ସନ୍ତୁଷ୍ଟ କରିବାକୁ କାଉଡ଼ିଆ ହୋଇ ଆସିଥିଲେ। ହେଲେ, ଶିବାଳୟରେ ପହଞ୍ଚିବା ପୂର୍ବରୁ ଶବ ପାଲଟି ଗଲେ। ଆଉ ଲୌହ ଦାନବ କଲା ରକ୍ତ ଭୋଜି। ରାଉରକେଲାରେ ଟ୍ରେନ୍ ଧକ୍କାରେ ଅକାଳରେ ଚାଲିଗଲା ଗୋଟିଏ ପରିବାରର ୪ କାଉଡ଼ିଆଙ୍କ ଜୀବନ। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇଦେଇଛି।  ସେହିପରି ରାଜ୍ୟର ଅନ୍ୟ ୨ଟି  ସ୍ଥାନରେ  ଆଉ ୨ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରାଉରକେଲା ବେଦବ୍ୟାସ ପୀଠରେ ଜଳ ଲାଗି ପାଇଁ ରାୟପୁର ଭିଲାଇରୁ ଆସିଥିଲେ ଗୋଟିଏ ପରିବାରର ୭ ଜଣ ସଦସ୍ୟ।  ପାନପୋଷ ଷ୍ଟେସନରୁ ଓହ୍ଲାଇ ଗତକାଲି ରାତିରେ ବ୍ରାହ୍ମଣୀ ରେଲୱେ ବ୍ରିଜ୍‌ରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ସାମ୍ନା ପଟୁ ଏକ ଟ୍ରେନ୍ ମାଡ଼ି ଆସିଥିଲା।

ଜୀବନ ବିକଳରେ ତିନି ଜଣ ବ୍ରିଜ୍‌ ରେଲିଂକୁ ଜାବୁଡ଼ି ଧରି ପକାଇବାରୁ ନିଶ୍ଚିତ ମରଣରୁ ରକ୍ଷା ପାଇଯାଇଥିଲେ। ହେଲେ, ଅନ୍ୟ ତିନି ଜଣ, ନୀଲେଶ ଯାଦବ, ତାଙ୍କ ପତ୍ନୀ ଯମୁନା ଓ ପୁଅ ଲକିଙ୍କ ଶରୀର ଟ୍ରେନ୍ ଧକ୍କାରେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ଟ୍ରେନ୍‌ର ଧକ୍କା ଲାଗି ବ୍ରହ୍ମଣୀ ନଦୀକୁ ଖସି ପଡିଥିବା ଅନ୍ୟ ଜଣେ ସମ୍ପର୍କୀୟ ରାମ ଭରୁସଙ୍କ ମୃତଦେହକୁ ବହୁ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା।

ମୃତକମାନେ ଯାଜପୁର ଅଞ୍ଚଳରେ ରହି ଶାଢ଼ି ବ୍ୟବସାୟ କରୁଥିଲେ  ଖବର ପାଇ ସମ୍ପର୍କୀୟ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରେ ବାଇକ୍ ଧକ୍କାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ କପିଳାସ ପୀଠରେ ପାହାଚରୁ ଖସି ପଡ଼ି ଅନ୍ୟ ଜଣେ କାଉଡ଼ିଆଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story