ଆକାଶରୁ ଖସିଲା ମୃତ୍ୟୁ; ୪ ଜୀବନନେଲା, ୨ ଆହତ

ବିନିକା/କାମାକ୍ଷାନଗର/ଆନନ୍ଦପୁର/ବୌଦ୍ଧ(ଓଡ଼ିଶା ରିପୋର୍ଟ): ଆକାଶରୁ ଖସିଲା ମୃତ୍ୟୁ। ଆଉ ତତ୍‌କ୍ଷଣାତ ନେଇଗଲା ୪ ଜୀବନ। ଆଜି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବିନିକା, କାମାକ୍ଷାନଗର, ଆନନ୍ଦପୁର ଓ ବୌଦ୍ଧରେ ବଜ୍ରାଘାତ ଘଟି ଏହି ଜୀବନହାନୀ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ତଥା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁରେ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ […]

lightning

lightning

Niranjan Mishra
  • Published: Tuesday, 14 June 2022
  • Updated: 14 June 2022, 10:17 PM IST

Sports

Latest News

ବିନିକା/କାମାକ୍ଷାନଗର/ଆନନ୍ଦପୁର/ବୌଦ୍ଧ(ଓଡ଼ିଶା ରିପୋର୍ଟ): ଆକାଶରୁ ଖସିଲା ମୃତ୍ୟୁ। ଆଉ ତତ୍‌କ୍ଷଣାତ ନେଇଗଲା ୪ ଜୀବନ। ଆଜି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବିନିକା, କାମାକ୍ଷାନଗର, ଆନନ୍ଦପୁର ଓ ବୌଦ୍ଧରେ ବଜ୍ରାଘାତ ଘଟି ଏହି ଜୀବନହାନୀ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ତଥା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁରେ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟ ପରିବାର ଜଣ ପୁରୁଷ ଲୋକ ରହିଥିବା ବେଳେ ତାଙ୍କ ସ୍ତ୍ରୀ ଓ ୩ ମାସର ଶିଶୁ ଆହତ ହୋଇଛନ୍ତି। ମୃତକ ଜଣକ ତମାମୁରା ଗାଁର ଇନ୍ଦ୍ର ବେରିହା ଓ ଆହତମାନେ ହେଲେ ତାଙ୍କ ସ୍ତ୍ରୀ ଅନିତା ବେରିହା ଏବଂ ତିନିମାସର ପୁଅ। ସେମାନେ ଘର ଛାତ ଉପରେ ଥିବା ବେଳେ ହଠାତ ଆକାଶରୁ ବଜ୍ରପାତ ହୋଇଥିଲା। ଖବର ପାଇ ଡୁଙ୍ଗୁରିପାଲି ପୁଲିସ ପହଞ୍ଚିବା ସହ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

କାମାକ୍ଷାନଗର ବାଇସିଙ୍ଗା ଗାଁରେ ଦୋକାନରୁ ଫେରୁଥିବା ଜଣେ ଯୁବକଙ୍କ ବଜ୍ରପାତରେ ମୃତ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ସନ୍ତୋଷ ଦେହୁରୀ l ଦୋକାନରୁ ସଉଦା ନେଇ ଆସୁଥିବା ସମୟରେ ବଜ୍ରପାତ ହୋଇଛି। ଫଳରେ ବାଟରେ ହିଁ ତାଙ୍କ ମୁତ୍ୟୁ ହୋଇଛି।

ସେହିପରି ଆନନ୍ଦପୁର ପନସଗାଡ଼ଇା ଗାଁରେ ଜଣେ ନାବାଳକ ମୃତ୍ୟୁ ହୋଇଛି। ମୃତକ ଜଣକ ବୁଧୁରାମ ଜାଗରାଇଙ୍କ ପୁଅ ଶୁଶାନ୍ତ ଜାଗରାଇ(୭)। ସେ ଘର ନିକଟରେ ଖେଳୁଥିବା ବେଳେ ବଜ୍ରପାତ ଘଟି ଏହି ଅଘଟଣ ଘଟିଛି।

ବୌଦ୍ଧ ଗୋବିନ୍ଦପୁର ଛକରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story