ଦିନ ଦ୍ୱିପହରରେ ରାଜଧାନୀରେ ୪ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପହରେ ୪ ଲକ୍ଷ ଟଙ୍କା ଲୁଟ୍। ତାହା ପୁଣି ଜନ ଗହଳି ପୂର୍ଣ୍ଣ ଶ୍ରୀୟା ଛକରେ। ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଏହି ଲୁଟ୍ କରିଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଏକ ନିର୍ମାଣ ସଂସ୍ଥାର କର୍ମଚାରୀ। ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାର ତନାଘନା ଆରମ୍ଭ କରିଛି।

loot

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 02:34 PM IST

Related story