୪ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ତୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ ୪ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ତୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ ମିଳିଛି। ଏହି ୪ ପ୍ରକଳ୍ପ ରାଜ୍ୟରେ ପ୍ରାୟ ୧୫ ଶହ ୪୨ କୋଟି ଟଙ୍କା ନିବେଶ କରିବେ। ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଗୁଡିକ ହେଲା କାସମି ଇଣ୍ଟରନ୍ୟାସନାଲ୍ ଲିମିଟେଡର ପେଲେଟ୍ ପ୍ଲାଣ୍ଟ, ଇଣ୍ତୋ ପେଲେଟସ୍ ପ୍ରାଇଭେଟ୍ ଲିମିଟେଡର ବେନିଫିସିଏସନ୍ ପ୍ଲାଣ୍ଟ, ପ୍ରାକୃତିକ ଏଣ୍ଟରପ୍ରାଇଜେସର କୋଲ ୱାସେରୀ ପ୍ଲାଣ୍ଟ ଏବଂ ମିଡାଲ୍ କେବୁଲ ପ୍ରାଇଭେଟ୍ ଲିମିଟେଡର ଆଲୁମିନିୟମ କଣ୍ଡକ୍ଟର ପ୍ଲାଣ୍ଟ। ଏହି ୪ ପ୍ରକଳ୍ପ କେନ୍ଦୁଝର, […]

SINGLE WINDOW CLERENCE

SINGLE WINDOW CLERENCE

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 02:07 PM IST

Sports

Latest News

SINGLE WINDOW CLERENCEଭୁବନେଶ୍ୱର: ରାଜ୍ୟରେ ୪ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ତୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ ମିଳିଛି। ଏହି ୪ ପ୍ରକଳ୍ପ ରାଜ୍ୟରେ ପ୍ରାୟ ୧୫ ଶହ ୪୨ କୋଟି ଟଙ୍କା ନିବେଶ କରିବେ। ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଗୁଡିକ ହେଲା କାସମି ଇଣ୍ଟରନ୍ୟାସନାଲ୍ ଲିମିଟେଡର ପେଲେଟ୍ ପ୍ଲାଣ୍ଟ, ଇଣ୍ତୋ ପେଲେଟସ୍ ପ୍ରାଇଭେଟ୍ ଲିମିଟେଡର ବେନିଫିସିଏସନ୍ ପ୍ଲାଣ୍ଟ, ପ୍ରାକୃତିକ ଏଣ୍ଟରପ୍ରାଇଜେସର କୋଲ ୱାସେରୀ ପ୍ଲାଣ୍ଟ ଏବଂ ମିଡାଲ୍ କେବୁଲ ପ୍ରାଇଭେଟ୍ ଲିମିଟେଡର ଆଲୁମିନିୟମ କଣ୍ଡକ୍ଟର ପ୍ଲାଣ୍ଟ। ଏହି ୪ ପ୍ରକଳ୍ପ କେନ୍ଦୁଝର, ଅନୁଗୁଳ ଏବଂ ତାଳଚେରରେ ହେବ। ପ୍ରକଳ୍ପ ପାଇଁ ଇଡକୋ ଜରିଆରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବେ। ସେହିପରି ଦୁଇଟି ପ୍ରକଳ୍ପ ପୂର୍ବ ପ୍ରସ୍ତାବିତ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ କାର୍ଯ୍ୟକ୍ଷମ କରିବାକୁ କମିଟି ମଞ୍ଜୁରୀ ଦେଇଛି। ପୂର୍ବରୁ କମିଟିର ମଞ୍ଜୁରୀ ପାଇଥିବା ଇମାନୀ ସିମେଣ୍ଟ ବେଗୁନିଆ ବଦଳରେ ଟାଙ୍ଗିରେ ହେବ। ସେହିପରି ଗୁପ୍ତା ପାୱାର  ଇନଫ୍ର।ଷ୍ଟକଚର ଖୋର୍ଦ୍ଧା ବଦଳରେ ଅନୁଗୁଳକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story