୫ ଜଣଙ୍କୁ ଅଖାଦ୍ୟ ଖୁଆଇ ୪୦ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଗୁଣିଗାରେଡ଼ି ସନ୍ଦେହରେ ୫ଜଣଙ୍କୁ ଅଖାଦ୍ୟ ଖୁଆଇବା ଘଟଣାରେ ୪୦ ଜଣଙ୍କୁ ପୋଲିସ୍ ଗିରଫ କରିଛି।  ଗୋବରାଲୁଣ୍ଡି ଗାଁରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବରଗଡ଼ ପୋଲିସ। କିଛି ଦିନ ତଳେ ଗୁଣିଗାରେଡ଼ି ସନ୍ଦେହରୁ ଗୋଟିଏ ପରିବାରକୁ ବାସନ୍ଦ କରିଥିଲେ ଗ୍ରାମବାସୀ।  ଖାଲି ଏତିକି ନୁହେଁ ୫ ଲକ୍ଷ ଟଙ୍କା ଜରିମାନା ସହ ଅଖାଦ୍ୟ ଖୁଆଇଥିବା ନେଇ ଅଭିଯୋଗ ହୋଇଥିଲା।

arrest

Rakesh Mallick
  • Published: Sunday, 30 July 2017
  • , Updated: 30 July 2017, 02:03 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଗୁଣିଗାରେଡ଼ି ସନ୍ଦେହରେ ୫ଜଣଙ୍କୁ ଅଖାଦ୍ୟ ଖୁଆଇବା ଘଟଣାରେ ୪୦ ଜଣଙ୍କୁ ପୋଲିସ୍ ଗିରଫ କରିଛି।  ଗୋବରାଲୁଣ୍ଡି ଗାଁରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ବରଗଡ଼ ପୋଲିସ।

କିଛି ଦିନ ତଳେ ଗୁଣିଗାରେଡ଼ି ସନ୍ଦେହରୁ ଗୋଟିଏ ପରିବାରକୁ ବାସନ୍ଦ କରିଥିଲେ ଗ୍ରାମବାସୀ।  ଖାଲି ଏତିକି ନୁହେଁ ୫ ଲକ୍ଷ ଟଙ୍କା ଜରିମାନା ସହ ଅଖାଦ୍ୟ ଖୁଆଇଥିବା ନେଇ ଅଭିଯୋଗ ହୋଇଥିଲା।

Related story