ଅଜଣା ଜନ୍ତୁ ଆତଙ୍କ: ୪୦ଟି ଛେଳିର ମୃତଦେହ ଉଦ୍ଧାର

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବାହାଡ଼ାଗୁଡ଼ା ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। କୌଣସି ଅଜଣା ଜନ୍ତୁ ଗାଁରେ ୪୦ଟି ଛେଳିଙ୍କୁ ମାରି ଦେଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗାଁର ଗଙ୍ଗା ଗୌଡ଼ ନାମକ ଜଣେ ବ୍ୟକ୍ତି ତାଙ୍କ ଗୁହାଳରେ ଛେଳି ଗୁଡ଼ିକୁ ଛାଡ଼ି ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲରୁ ଫେରି ଦେଖିଲେ ଯେ,  ୪୦ଟି ଛେଳି ମରି ପଡ଼ିଛନ୍ତି। ସବୁ ଛେଳିଙ୍କର ତଣ୍ଟି ପାଖରେ କାମୁଡ଼ା ଚିହ୍ନ ଥିବା ଦେଖିବାକୁ ମିଳିଥିଲା। […]

goat

goat

Jyoshna Pradhan
  • Published: Saturday, 17 August 2019
  • Updated: 17 August 2019, 09:30 AM IST

Sports

Latest News

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବାହାଡ଼ାଗୁଡ଼ା ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। କୌଣସି ଅଜଣା ଜନ୍ତୁ ଗାଁରେ ୪୦ଟି ଛେଳିଙ୍କୁ ମାରି ଦେଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଗାଁର ଗଙ୍ଗା ଗୌଡ଼ ନାମକ ଜଣେ ବ୍ୟକ୍ତି ତାଙ୍କ ଗୁହାଳରେ ଛେଳି ଗୁଡ଼ିକୁ ଛାଡ଼ି ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲରୁ ଫେରି ଦେଖିଲେ ଯେ,  ୪୦ଟି ଛେଳି ମରି ପଡ଼ିଛନ୍ତି। ସବୁ ଛେଳିଙ୍କର ତଣ୍ଟି ପାଖରେ କାମୁଡ଼ା ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ତେବେ ଛେଳି ଗୁଡ଼ିକୁ କିଏ ମାରିଛି ବା କେମିତି ମରିଛନ୍ତି, କିଛି ଜଣାପଡ଼ିନି। କେବଳ ଲୋକେ ଆଲୋଚନା କରୁଛନ୍ତି ଯେ, ଏହା କୌଣସି ଅଜଣା ଜନ୍ତୁର କାଣ୍ଡ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story