ଓଡ଼ିଶୀ ଶୈଳୀରେ ସଖିନାଟ ପରସିଲେ ରାମଲି ଇବ୍ରାହିମ

<p>କୋଣାର୍କ: କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ମାଲେସିଆର ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଗୁରୁ ରାମଲି ଇବ୍ରାହିମଙ୍କ ଦ୍ୱାରା ଏହା ପରିବେଷଣ କରାଯାଇଥିଲା। ସେମାନେ ଗଞ୍ଜାମ ସଖିନାଟର ଲକ୍ଷଣ, ଅଙ୍ଗ ବିନ୍ୟାସ ଓ ପରିପାଟୀକୁ ଚମତ୍କାର ଢଙ୍ଗରେ ପ୍ରସ୍ତୁତ କରିଥିଲେ। ଏହାପରେ ନୂଆଦିଲ୍ଲୀର ରସ ୟୁନାଇଟେଡର ଶିଳ୍ପୀମାନଙ୍କ ଦ୍ୱାରା&nbsp; କୁଚିପୁଡି ଶୈଳୀରେ ଶିବଙ୍କ ଆନନ୍ଦ ତାଣ୍ଡବ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।</p> <p>ଆଜି ଚତୁର୍ଥ ସଂନ୍ଧ୍ୟାରେ କୋଲକତାର ବିମ୍ବାବତୀ ଦେବୀ ଓ ସାଥି କଳାକାରଙ୍କ ଦ୍ୱାରା ମଣିପୁରୀ ଏବଂ ମୁମ୍ବାଇର ଦକ୍ଷମସୁୱାଲା ଓ ସାଥୀ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ।</p>

Ordigital Desk
  • Published: Monday, 04 December 2017
  • Updated: 04 December 2017, 09:39 AM IST
<p>କୋଣାର୍କ: କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ମାଲେସିଆର ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଗୁରୁ ରାମଲି ଇବ୍ରାହିମଙ୍କ ଦ୍ୱାରା ଏହା ପରିବେଷଣ କରାଯାଇଥିଲା। ସେମାନେ ଗଞ୍ଜାମ ସଖିନାଟର ଲକ୍ଷଣ, ଅଙ୍ଗ ବିନ୍ୟାସ ଓ ପରିପାଟୀକୁ ଚମତ୍କାର ଢଙ୍ଗରେ ପ୍ରସ୍ତୁତ କରିଥିଲେ। ଏହାପରେ ନୂଆଦିଲ୍ଲୀର ରସ ୟୁନାଇଟେଡର ଶିଳ୍ପୀମାନଙ୍କ ଦ୍ୱାରା&nbsp; କୁଚିପୁଡି ଶୈଳୀରେ ଶିବଙ୍କ ଆନନ୍ଦ ତାଣ୍ଡବ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।</p><p>ଆଜି ଚତୁର୍ଥ ସଂନ୍ଧ୍ୟାରେ କୋଲକତାର ବିମ୍ବାବତୀ ଦେବୀ ଓ ସାଥି କଳାକାରଙ୍କ ଦ୍ୱାରା ମଣିପୁରୀ ଏବଂ ମୁମ୍ବାଇର ଦକ୍ଷମସୁୱାଲା ଓ ସାଥୀ କଳାକାରଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos