ରାଜଧାନୀରେ ଗୋଟିଏ ଗଣମାଧ୍ୟମ ସଂସ୍ଥାର ୫ ଜଣଙ୍କୁ ‘କରୋନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଅତିକ୍ରମ କରିଛି। ‘କରୋନା’ ଆକ୍ରାନ୍ତଙ୍କୁ ୧୦୪୩ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୧୨୪ ଆକ୍ରାନ୍ତଙ୍କ ଭିତରୁ ୭୨ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୫୨ ଲୋକାଲ୍‌ କେସ୍‌। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଏକ ଗଣମାଧ୍ୟମ ପ୍ରତିଷ୍ଠାନର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଜି ଚିହ୍ନଟ ହୋଇଥିବା ୫୨ ଲୋକାଲ […]

689

689

Manoranjan Sial
  • Published: Friday, 17 July 2020
  • Updated: 17 July 2020, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଅତିକ୍ରମ କରିଛି। ‘କରୋନା’ ଆକ୍ରାନ୍ତଙ୍କୁ ୧୦୪୩ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୧୨୪ ଆକ୍ରାନ୍ତଙ୍କ ଭିତରୁ ୭୨ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୫୨ ଲୋକାଲ୍‌ କେସ୍‌। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଏକ ଗଣମାଧ୍ୟମ ପ୍ରତିଷ୍ଠାନର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ କ୍ୱାରେଣ୍ଟାଇନ୍‌ରେ ଥିଲେ।

ଆଜି ଚିହ୍ନଟ ହୋଇଥିବା ୫୨ ଲୋକାଲ କେସ୍‌ ମଧ୍ୟରୁ ଲକ୍ଷ୍ମୀବିହାର ବସ୍ତିରେ ରହୁଥିବା ଏକ ପ୍ରାଇଭେଟ୍‌ ମେଡିକାଲ୍‌ର ଜଣେ କର୍ମଚାରୀ, ଚିନ୍ତାମଣିଶ୍ୱର ଜଣେ, ବମିଖାଲ୍‌ରୁ ଜଣେ, ବିଶ୍ୱେଶ୍ୱର ବସ୍ତିରେ ରହୁଥିବା ଏକ ପ୍ରାଇଭେଟ୍‌ ମେଡିକାଲ୍‌ର ଜଣେ କର୍ମଚାରୀ, ଶୈଳଶ୍ରୀ ବିହାରରୁ ୨ ଜଣ, ଡୁମ୍‌ଡୁମା ମା’ ମଙ୍ଗଳା ବସ୍ତିରୁ ଜଣେ, ଇଷ୍ଟକୋଷ୍ଟ ରେଲୱେ କଲୋନୀରୁ ଜଣେ, ସହିଦ୍‌ନଗରରୁ ଜଣେ, ଗଙ୍ଗନଗରରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ, ନୟାପଲ୍ଲୀ ନୂଆସାହିରୁ ୨ ଜଣ, ପାତ୍ରପଡ଼ା ଫୁଲେଶ୍ୱର ବସ୍ତିରୁ ଜଣେ, ସାଲିଆ ସାହିରୁ ୨ ଜଣ, ସରକାରୀ ହସ୍ପିଟାଲ୍‌ର ଜଣେ ଡ୍ରାଇଭର, ସହିଦ୍‌ ନଗରରୁ ୨ ଜଣ, ରସୁଲଗଡ଼ ପାଲା ମଣ୍ଡପରୁ ଜଣେ, ପଳାଶୁଣୀରୁ ଜଣେ, ଆଇଆର୍‌ସି ତ୍ରୀନାଥ ବସ୍ତିରୁ ଜଣେ, ଓଲଡ୍‌ ଟାଉନ୍ ବଡ଼ଦଣ୍ଡାସାହିରୁ ଜଣେ, ଏକ ପ୍ରାଇଭେଟ୍‌ ମେଡିକାଲ୍‌ର ଜଣେ କର୍ମଚାରୀ ଓ ତାଙ୍କ ପରିବାରରୁ ଦୁଇ ଜଣ, ଚକେଇଶିଆଣିରୁ ଜଣେ, ଗଣପତି ନଗର ଅଞ୍ଚଳରେ ରହୁଥିବା ଏକ ପ୍ରାଇଭେଟ୍‌ ମେଡିକାଲ୍‌ର ଜଣେ କର୍ମଚାରୀ,  ନୟାପଲ୍ଲୀରୁ ଜଣେ, ଲକ୍ଷ୍ମୀସାଗରରୁ ଜଣେ, ୟୁନିଟ୍‌ ୪ ଅଞ୍ଚଳରୁ ଜଣେ, ପ୍ରାଇଭେଟ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ମହିଳା, ଆଇଆର୍‌ସି ଭିଲେଜରୁ ଜଣେ, ବୁଦ୍ଧେଶ୍ୱର କଲୋନୀ ଅଞ୍ଚଳରୁ ଜଣେ, ଡୁମ୍‌ଡୁମା ଏଚ୍‌ବି କଲୋନୀରୁ ଜଣେ, ୟୁନିଟ୍‌-୧ ଅଞ୍ଚଳରୁ ଜଣେ, କଳିଙ୍ଗନଗର ଅଞ୍ଚଳରୁ ଜଣେ, ପଟିଆ ଶିଶୁ ବିହାର ଅଞ୍ଚଳରୁ ଜଣେ, ବିଜେବି ନଗରରୁ ଜଣେ, ଡୁମ୍‌ଡୁମା ରଘୁନାଥ ନଗର ଅଞ୍ଚଳରୁ ୨ ଜଣ, ଖଣ୍ଡଗିରି କୋଳଥିଆରୁ ଜଣେ, ରସୁଲଗଡ଼ ପାଲାମଣ୍ଡପ ଅଞ୍ଚଳରୁ ଜଣେ, ନୟାପଲ୍ଲୀ ସୀତାପଲ୍ଲୀ ଅଞ୍ଚଳରୁ ଜଣେ, ସିରିପୁର ନୂଆସାହି, ପଳାଶୁଣି ସତ୍ୟନଗର ଅଞ୍ଚଳରୁ ଜଣେ, ସେଣ୍ଟ୍ରାଲ୍‌ ହସ୍ପିଟାଲ୍‌ର ଜଣେ ସିକ୍ୟୁରିଟି ଗାର୍ଡ଼, ନୟାପଲ୍ଲୀରୁ ଜଣେ, ଡେଲ୍‌ଟା କଲୋନୀରୁ ଜଣେ, ସୂର୍ଯ୍ୟନଗର ବସ୍ତିରୁ ଜଣେ, ସାଲିଆସାହି ନୀଳାଚକ୍ରନଗରରୁ ଜଣେ ଓ ସେଣ୍ଟ୍ରାଲ୍‌ ସରକାରୀ ମେଡିକାଲ୍‌ର ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା କ୍ୱାରେଣ୍ଟାଇନ ଥିବା ୭୨ ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଆଜି ୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୦୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୭୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story